ସେଣ୍ଟ୍ରାଲ ଶୋ ରୁମ୍‌ ପକ୍ଷରୁ ୩ ଦିନିଆ ଫ୍ରି ଅଫର

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ସେଣ୍ଟ୍ରାଲ ଶୋ ରୁମ୍‌ ପକ୍ଷରୁ ଲାଗୁ ହୋଇଛି ୩ ଦିନିଆ ଫ୍ରି ଅଫର। ୮୦୦୦ରୁ ଅଧିକ ଟଙ୍କାର ସପିଂ କଲେ ୪୦୦୦ ଟଙ୍କାର ମାଗଣା ସପିଂ କରିବାକୁ ଗ୍ରାହକଙ୍କୁ ସୁଯୋଗ ମିଳୁଛି। ନୂଆବର୍ଷ ଉପଲକ୍ଷେ ଏଭଳି ଅଫର ରଖାଯାଇଛି। ବିମୁଦ୍ରାକରଣ ପରେ ନଗଦ ବିହୀନ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଶୋ ରୁମ୍‌ ପକ୍ଷରୁ କୁହାଯାଇଛି।

central-show-room

Rakesh Mallick
  • Published: Thursday, 05 January 2017
  • , Updated: 05 January 2017, 09:23 PM IST

ଭୁବନେଶ୍ୱର: ଆଜିଠାରୁ ଭୁବନେଶ୍ୱର ସେଣ୍ଟ୍ରାଲ ଶୋ ରୁମ୍‌ ପକ୍ଷରୁ ଲାଗୁ ହୋଇଛି ୩ ଦିନିଆ ଫ୍ରି ଅଫର। ୮୦୦୦ରୁ ଅଧିକ ଟଙ୍କାର ସପିଂ କଲେ ୪୦୦୦ ଟଙ୍କାର ମାଗଣା ସପିଂ କରିବାକୁ ଗ୍ରାହକଙ୍କୁ ସୁଯୋଗ ମିଳୁଛି।

ନୂଆବର୍ଷ ଉପଲକ୍ଷେ ଏଭଳି ଅଫର ରଖାଯାଇଛି।

ବିମୁଦ୍ରାକରଣ ପରେ ନଗଦ ବିହୀନ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଶୋ ରୁମ୍‌ ପକ୍ଷରୁ କୁହାଯାଇଛି।

Related story