ଅଗଷ୍ଟରେ ଭାରତୀୟ ବଜାରକୁ ଆସିବ Chevrolet Adra

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରକୁ ପ୍ରବେଶ କରିବ ନୂଆ ଚାରିଚକିଆ ଯାନ Chevrolet Adra 2016। ଏହାର ଦର ରହିଛି ୭.୫୦ ଲକ୍ଷରୁ ୮ ଲକ୍ଷ। ଏହି କାରର ବଡି ଏସ୍‌ୟୁଭି ଓ ଏମ୍‌ୟୁଭି ବର୍ଗରେ ଯାଉଛି। ଏଥିରେ ଇନ୍ଧନ ଭାବେ ମୁଖ୍ୟତଃ ଡିଜେଲ୍‌ ଓ ପେଟ୍ରୋଲକୁ ବ୍ୟବହାର କରାଯିବ।  ଏହି କାର୍‌ରେ ୪ରୁ ୫ ଜଣ ବସିବା ପାଇଁ ସ୍ଥାନ ରହିଛି। ଭାରତୀୟ ମାର୍କେଟକୁ ଦୃଷ୍ଟିରେ ରଖି କମ୍ପାନୀ  ଅତ୍ୟାଧୁନିକ ଫ୍ରଣ୍ଟ ଡିଜାଇନ୍ କରିବା […]

Chevrolet Adra

Chevrolet Adra

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 06:38 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରକୁ ପ୍ରବେଶ କରିବ ନୂଆ ଚାରିଚକିଆ ଯାନ Chevrolet Adra 2016। ଏହାର ଦର ରହିଛି ୭.୫୦ ଲକ୍ଷରୁ ୮ ଲକ୍ଷ। ଏହି କାରର ବଡି ଏସ୍‌ୟୁଭି ଓ ଏମ୍‌ୟୁଭି ବର୍ଗରେ ଯାଉଛି। ଏଥିରେ ଇନ୍ଧନ ଭାବେ ମୁଖ୍ୟତଃ ଡିଜେଲ୍‌ ଓ ପେଟ୍ରୋଲକୁ ବ୍ୟବହାର କରାଯିବ।  ଏହି କାର୍‌ରେ ୪ରୁ ୫ ଜଣ ବସିବା ପାଇଁ ସ୍ଥାନ ରହିଛି।

ଭାରତୀୟ ମାର୍କେଟକୁ ଦୃଷ୍ଟିରେ ରଖି କମ୍ପାନୀ  ଅତ୍ୟାଧୁନିକ ଫ୍ରଣ୍ଟ ଡିଜାଇନ୍ କରିବା ସହ ଇଣ୍ଟିରିୟର ଡିଜାଇନ୍‌କୁ ପ୍ରଧାନ୍ୟ ଦେଇଛି।

ଏହି କାର Maruti Suzuki Brezza Vitara, Renault Duster Facelift ଓ Ford Ecosport କୁ କିପରି ମାତ୍‌ ଦେବ ସେନେଇ କମ୍ପାନୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos