ଅଗଷ୍ଟରେ ଭାରତୀୟ ବଜାରକୁ ଆସିବ Chevrolet Adra

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରକୁ ପ୍ରବେଶ କରିବ ନୂଆ ଚାରିଚକିଆ ଯାନ Chevrolet Adra 2016। ଏହାର ଦର ରହିଛି ୭.୫୦ ଲକ୍ଷରୁ ୮ ଲକ୍ଷ। ଏହି କାରର ବଡି ଏସ୍‌ୟୁଭି ଓ ଏମ୍‌ୟୁଭି ବର୍ଗରେ ଯାଉଛି। ଏଥିରେ ଇନ୍ଧନ ଭାବେ ମୁଖ୍ୟତଃ ଡିଜେଲ୍‌ ଓ ପେଟ୍ରୋଲକୁ ବ୍ୟବହାର କରାଯିବ।  ଏହି କାର୍‌ରେ ୪ରୁ ୫ ଜଣ ବସିବା ପାଇଁ ସ୍ଥାନ ରହିଛି। ଭାରତୀୟ ମାର୍କେଟକୁ ଦୃଷ୍ଟିରେ ରଖି କମ୍ପାନୀ  ଅତ୍ୟାଧୁନିକ ଫ୍ରଣ୍ଟ ଡିଜାଇନ୍ କରିବା […]

Chevrolet Adra

Rakesh Mallick
  • Published: Tuesday, 12 July 2016
  • , Updated: 12 July 2016, 06:38 PM IST

ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରକୁ ପ୍ରବେଶ କରିବ ନୂଆ ଚାରିଚକିଆ ଯାନ Chevrolet Adra 2016। ଏହାର ଦର ରହିଛି ୭.୫୦ ଲକ୍ଷରୁ ୮ ଲକ୍ଷ। ଏହି କାରର ବଡି ଏସ୍‌ୟୁଭି ଓ ଏମ୍‌ୟୁଭି ବର୍ଗରେ ଯାଉଛି। ଏଥିରେ ଇନ୍ଧନ ଭାବେ ମୁଖ୍ୟତଃ ଡିଜେଲ୍‌ ଓ ପେଟ୍ରୋଲକୁ ବ୍ୟବହାର କରାଯିବ।  ଏହି କାର୍‌ରେ ୪ରୁ ୫ ଜଣ ବସିବା ପାଇଁ ସ୍ଥାନ ରହିଛି।

ଭାରତୀୟ ମାର୍କେଟକୁ ଦୃଷ୍ଟିରେ ରଖି କମ୍ପାନୀ  ଅତ୍ୟାଧୁନିକ ଫ୍ରଣ୍ଟ ଡିଜାଇନ୍ କରିବା ସହ ଇଣ୍ଟିରିୟର ଡିଜାଇନ୍‌କୁ ପ୍ରଧାନ୍ୟ ଦେଇଛି।

ଏହି କାର Maruti Suzuki Brezza Vitara, Renault Duster Facelift ଓ Ford Ecosport କୁ କିପରି ମାତ୍‌ ଦେବ ସେନେଇ କମ୍ପାନୀ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଛି।

Related story