ଦରବୃଦ୍ଧି ଚିନ୍ତା: ୧୦ ହଜାର ମାଟ୍ରିକ ଟନ ଡାଲି ଆମଦାନୀ କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ ଡାଲିର ଚାହିଦାକୁ ଆଖି ଆଗରେ ବିଦେଶରୁ ୧୦ ହଜାର ଟନ ଡାଲି ଆମଦାନୀ କରାଯାଉଛି। ସେଥିମଧ୍ୟରେ ରହିଛି ୫୦୦୦ମେଟ୍ରିକ ଟନ ହରଡ ଓ ୫୦୦୦ ମେଟ୍ରିକ ଟନ ମସୁର ଡାଲି। ବିଦେଶରୁ ଏହି ଡାଲି ଆମଦାନୀ କରିବାକୁ କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବିଦେଶରୁ ଆମଦାନୀ ହୋଇଥିବା ଡାଲି ଆସନ୍ତା ୫ ତାରିଖ ସୁଦ୍ଧା ମୁମ୍ବାଇରେ ପହଞ୍ଚିବ। ଏହାର ଦାୟିତ୍ୱ ଏମଏମଟିସି, ଏକ କେନ୍ଦ୍ରୀୟ ପିଏସୟୁ ହାତକୁ ନେଇଛି।  […]

cerels_pules_inner

cerels_pules_inner

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 02:11 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ଡାଲିର ଚାହିଦାକୁ ଆଖି ଆଗରେ ବିଦେଶରୁ ୧୦ ହଜାର ଟନ ଡାଲି ଆମଦାନୀ କରାଯାଉଛି। ସେଥିମଧ୍ୟରେ ରହିଛି ୫୦୦୦ମେଟ୍ରିକ ଟନ ହରଡ ଓ ୫୦୦୦ ମେଟ୍ରିକ ଟନ ମସୁର ଡାଲି। ବିଦେଶରୁ ଏହି ଡାଲି ଆମଦାନୀ କରିବାକୁ କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବିଦେଶରୁ ଆମଦାନୀ ହୋଇଥିବା ଡାଲି ଆସନ୍ତା ୫ ତାରିଖ ସୁଦ୍ଧା ମୁମ୍ବାଇରେ ପହଞ୍ଚିବ। ଏହାର ଦାୟିତ୍ୱ ଏମଏମଟିସି, ଏକ କେନ୍ଦ୍ରୀୟ ପିଏସୟୁ ହାତକୁ ନେଇଛି।  ଅତି ଆବଶ୍ୟକ ଜିନିଷ ଦରବୃଦ୍ଧି ରୋକିବାକୁ କେନ୍ଦ୍ର ସରାକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୁଖ୍ୟତଃ ପିଆଜ ଓ ଡାଲିର ଆଶାତିତ ଭାବେ ଦରବୃଦ୍ଧିକୁ ରୋକିବାକୁ କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ବିଶେଷ ପଦକ୍ଷେପ ହାତକୁ ନେଇଛି। ଏହାସହ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଡାଲି ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ କାବୁଲି ଚଣାକୁ ଛାଡିଦେଲା ଅନ୍ୟ ଡାଲି ଜାତୀୟ ଶସ୍ୟ ରପ୍ତାନି ଉପରେ କଟକଣା ଲଗାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story