ନୂଆଦିଲ୍ଲୀ: ଦେଶରେ ଡାଲିର ଚାହିଦାକୁ ଆଖି ଆଗରେ ବିଦେଶରୁ ୧୦ ହଜାର ଟନ ଡାଲି ଆମଦାନୀ କରାଯାଉଛି। ସେଥିମଧ୍ୟରେ ରହିଛି ୫୦୦୦ମେଟ୍ରିକ ଟନ ହରଡ ଓ ୫୦୦୦ ମେଟ୍ରିକ ଟନ ମସୁର ଡାଲି। ବିଦେଶରୁ ଏହି ଡାଲି ଆମଦାନୀ କରିବାକୁ କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବିଦେଶରୁ ଆମଦାନୀ ହୋଇଥିବା ଡାଲି ଆସନ୍ତା ୫ ତାରିଖ ସୁଦ୍ଧା ମୁମ୍ବାଇରେ ପହଞ୍ଚିବ। ଏହାର ଦାୟିତ୍ୱ ଏମଏମଟିସି, ଏକ କେନ୍ଦ୍ରୀୟ ପିଏସୟୁ ହାତକୁ ନେଇଛି। ଅତି ଆବଶ୍ୟକ ଜିନିଷ ଦରବୃଦ୍ଧି ରୋକିବାକୁ କେନ୍ଦ୍ର ସରାକାର ବହୁବିଧ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ମୁଖ୍ୟତଃ ପିଆଜ ଓ ଡାଲିର ଆଶାତିତ ଭାବେ ଦରବୃଦ୍ଧିକୁ ରୋକିବାକୁ କେନ୍ଦ୍ର ଖାଉଟି ଓ ଖାଦ୍ୟ ଯୋଗାଣ ମନ୍ତ୍ରଣାଳୟ ବିଶେଷ ପଦକ୍ଷେପ ହାତକୁ ନେଇଛି। ଏହାସହ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଡାଲି ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କେବଳ କାବୁଲି ଚଣାକୁ ଛାଡିଦେଲା ଅନ୍ୟ ଡାଲି ଜାତୀୟ ଶସ୍ୟ ରପ୍ତାନି ଉପରେ କଟକଣା ଲଗାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଆମେରିକା ଏଜେନ୍ସିର ଅଭିଯୋଗ, ୨୦୨୧ରେ ଜଗନ ରେଡ୍ଡୀଙ୍କୁ ଲାଞ୍ଚ ପ୍ରତିଶ୍ରୁତି ଦେଇଥିଲେ ଆଦାନୀ
ଆମେରିକାର ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଏହି ଅଭିଯୋଗ ଆଣିଛି।
Business
ଦୋହଲିଲା ଆଦାନୀ ସାମ୍ରାଜ୍ୟ; ଶେଆର ବଜାରରେ ଦିନକରେ ୫ ଲକ୍ଷ ୩୫ ହଜାର କୋଟି ବୁଡ଼ିଲା
ଏହି ଘଟଣା ଆଦାନୀଙ୍କ ବ୍ୟବସାୟ ସାମ୍ରାଜ୍ୟକୁ ସମ୍ପୂର୍ଣ୍ଣ ଦୋହଲାଇ ଦେଇଥିବା ବେଳେ ଭାରତୀୟ ଶେଆର ବଜାରରେ ହୋଇଛି ପ୍ରଚଣ୍ଡ ବିସ୍ଫୋରଣ।
Business
ଆଦାନୀ ଲାଞ୍ଚ ମାମଲା: ଆମେରିକା ଅଭିଯୋଗ ତାଲିକାରେ ଅଛି ଓଡ଼ିଶା
ଗୌତମ ଆଦାନୀଙ୍କ ସମେତ ଭାରତର ଚାରିଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ଆମେରିକା କୋର୍ଟଙ୍କ ଅଭିଯୋଗ ତାଲିକାରେ ଅଛି।
Business
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ପ୍ରତିକ୍ରିୟା ରଖିଲା ଆଦାନୀ ଗ୍ରୁପ୍
ଆମେରିକା କୋର୍ଟଙ୍କ ଗିରଫ ୱାରେଣ୍ଟ ପରେ ଆଦାନୀ ଗ୍ରୁପର ଷ୍ଟକ୍ ମୂଲ୍ୟ ହ୍ରାସ ପାଇଛି।
Business
ଇଣ୍ଡିଆ ଫୋର୍ବସ ତାଲିକାରେ ସ୍ଥାନ ପାଇଥିବା OTVକୁ ମିଳିଲା ସମ୍ମାନ
ଆଗାମୀ ଦିନରେ ବି ଏମିତି ଉପରେ ରହିବୁ ବୋଲି ଆଶା ଥିବା କହିଛନ୍ତି ଓଟିଭି ନେଟୱର୍କର ଏମ୍ଡି ଜଗି ମଙ୍ଗତ ପଣ୍ଡା।