ଡେବିଟ୍‌ କାର୍ଡ ବ୍ୟବହାର ଉପରୁ ଉଠିଲା ସର୍ଭିସ୍‌ ଟ୍ୟାକ୍ସ

ନୂଆଦିଲ୍ଲୀ: ଏଣିକି ଡେବିଟ୍‌ କାର୍ଡ ବ୍ୟବହାର କଲେ ସର୍ଭିସ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଇ-ୱେଲେଟରେ ମଧ୍ୟ ସ୍ୱେଚିଙ୍ଗ ଚାର୍ଜ ଦେବାକୁ ପଡିବ ନାହିଁ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଟିକେଟ ବୁକିଂ କଲେ ସର୍ଭିସ୍‌ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଏ ନେଇ ଆଜି କେନ୍ଦ୍ର ଅର୍ଥ ସଚିବ ଶଶିକାନ୍ତ ଦାସ ଘୋଷଣା କରିଛନ୍ତି। ସେ ଆହୁରି କହିଛନ୍ତି,“କିଛି ବ୍ୟାଙ୍କ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଡେବିଟ୍‌ କାର୍ଡ ବ୍ୟବହାରରେ ସର୍ଭିସ୍‌ ଟ୍ୟାକ୍ସ ନ […]

debitcard

Rakesh Mallick
  • Published: Wednesday, 23 November 2016
  • , Updated: 23 November 2016, 01:11 PM IST

ନୂଆଦିଲ୍ଲୀ: ଏଣିକି ଡେବିଟ୍‌ କାର୍ଡ ବ୍ୟବହାର କଲେ ସର୍ଭିସ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଇ-ୱେଲେଟରେ ମଧ୍ୟ ସ୍ୱେଚିଙ୍ଗ ଚାର୍ଜ ଦେବାକୁ ପଡିବ ନାହିଁ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଟିକେଟ ବୁକିଂ କଲେ ସର୍ଭିସ୍‌ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଏ ନେଇ ଆଜି କେନ୍ଦ୍ର ଅର୍ଥ ସଚିବ ଶଶିକାନ୍ତ ଦାସ ଘୋଷଣା କରିଛନ୍ତି।

ସେ ଆହୁରି କହିଛନ୍ତି,“କିଛି ବ୍ୟାଙ୍କ ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଡେବିଟ୍‌ କାର୍ଡ ବ୍ୟବହାରରେ ସର୍ଭିସ୍‌ ଟ୍ୟାକ୍ସ ନ ନେବାକୁ ରାଜି ହୋଇଛନ୍ତି।”

Related story