ଦିଲ୍ଲୀରୁ ଭୁବନେଶ୍ୱର ଚାଲିବ ସ୍ପାଇସ୍‌ଜେଟ୍‌

ନୂଆଦିଲ୍ଲୀ: ଚଳିତବର୍ଷଠାରୁ ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ସ୍ପାଇସ୍‌ଜେଟ୍‌ ବିମାନ ସେବା ଆରମ୍ଭ କରିବ। ବିମାନ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ସହିତ ସମସ୍ତ ଆଲୋଚନା ସରିଛି ବୋଲି ନୂଆଦିଲ୍ଲୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କମ୍ପାନୀର ଅଧ୍ୟକ୍ଷ ଅଜୟ ସିଂ କହିଛନ୍ତି। ସେ କହିଛନ୍ତି,“ସ୍ପାଇସ୍‌ ଜେଟ୍‌ ୧.୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ୨୦୫ଟି ନୂଆ ବିମାନ କିଣିବ। ସେଥିରୁ ୧୫୫ଟି ବିମାନ ବୋଇଙ୍ଗ କମ୍ପାନୀଠାରୁ କିଣିବା ପାଇଁ ଚୁକ୍ତି ହୋଇଥିବା ବେଳେ ୫୦ଟି ବିମାନ ଡ୍ରିମ୍‌ଲାଇନ କମ୍ପାନୀଠାରୁ କିଣାଯିବ।”

spice jeet

Rakesh Mallick
  • Published: Friday, 13 January 2017
  • , Updated: 13 January 2017, 10:52 PM IST

ନୂଆଦିଲ୍ଲୀ: ଚଳିତବର୍ଷଠାରୁ ନୂଆଦିଲ୍ଲୀରୁ ଭୁବନେଶ୍ୱରକୁ ସ୍ପାଇସ୍‌ଜେଟ୍‌ ବିମାନ ସେବା ଆରମ୍ଭ କରିବ। ବିମାନ ଚଳାଚଳ ନେଇ ରାଜ୍ୟ ସରକାରଙ୍କ ସହିତ ସମସ୍ତ ଆଲୋଚନା ସରିଛି ବୋଲି ନୂଆଦିଲ୍ଲୀରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କମ୍ପାନୀର ଅଧ୍ୟକ୍ଷ ଅଜୟ ସିଂ କହିଛନ୍ତି।

ସେ କହିଛନ୍ତି,“ସ୍ପାଇସ୍‌ ଜେଟ୍‌ ୧.୫ ଲକ୍ଷ କୋଟି ଟଙ୍କା ବ୍ୟୟରେ ୨୦୫ଟି ନୂଆ ବିମାନ କିଣିବ। ସେଥିରୁ ୧୫୫ଟି ବିମାନ ବୋଇଙ୍ଗ କମ୍ପାନୀଠାରୁ କିଣିବା ପାଇଁ ଚୁକ୍ତି ହୋଇଥିବା ବେଳେ ୫୦ଟି ବିମାନ ଡ୍ରିମ୍‌ଲାଇନ କମ୍ପାନୀଠାରୁ କିଣାଯିବ।”

Related story