ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କଲା Ducati Multistrada 1200। ଏହାର ଦର ରହିଛି ୨୦.୦୬ ଲକ୍ଷ ଟଙ୍କା। ଏହି ବାଇକ୍ ଦିଲ୍ଲୀ, ଗୁଡ୍ଗାୱଁ, ମୁମ୍ବାଇ, ପୁନେ ଓ ବେଙ୍ଗାଲୁରୁରେ ଉପଲବ୍ଧ ହେବ।
ଗୋଟିଏ ସପ୍ତାହ ପୂର୍ବରୁ ଏହି ସ୍କାର୍ଟ ବାଇକ୍ଟି ବିଶ୍ୱ ବଜାରରେ ପ୍ରବେଶ କରି ବ୍ୟବସାୟିକ ସଫଳତା ପାଇବା ପରେ ଏହାକୁ ଭାରତୀୟ ବଜାରରେ ଛାଡିବାକୁ କରିବାକୁ ମନ ବଳେଇଛି ଏହି କମ୍ପାନୀ।
Displacement | 1198.4 cc |
Maximum Power | 157.8 Bhp (160 Hp) @ 9500 rpm |
Maximum Torque | 136 Nm @ 7500 rpm |
No. of Cylinders | 2-Cylinder Engine |
No. of Gears | 6-Speed Gearbox |
Seat Height | Adjustable 825-845 mm |
Kerb/Wet Weight | 232 kg |
Fuel Tank Capacity | 20 litres |