୧୫.୮୭ ଲକ୍ଷ ଟଙ୍କାରେ ଭାରତୀୟ ବଜାରରେ ପ୍ରବେଶ କଲା Ducati XDiavel 

ନୂଆଦିଲ୍ଲୀ: ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିଛି DucatiXDiavel। ଏହାର ଦର ୧୫.୮୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୮.୪୭ ଲକ୍ଷ ଟଙ୍କା ଯାଏଁ ରହିଛି। ଭାରତୀୟ ବଜାରକୁ ଦୃଷ୍ଟିରେ ରଖି XDiavel ଓ XDiavel S ପରି ୨ଟି ଭାରିଏଣ୍ଟରେ ବଜାରକୁ ଆସିଛି। ଚଳିତବର୍ଷ ପ୍ରାରମ୍ଭରୁ Ducati 959 Panogale, Multistrada 1200S ଓ  Multistrada Enduro ପରି ବାଇକ୍‌ ବଜାରପ୍ରବେଶ କରିସାରିଛି। Parametres Ducati XDiavel Ducati Diavel Displacement […]

color_xdiavel-s

Rakesh Mallick
  • Published: Thursday, 15 September 2016
  • , Updated: 17 September 2016, 06:34 PM IST

ନୂଆଦିଲ୍ଲୀ: ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିଛି DucatiXDiavel। ଏହାର ଦର ୧୫.୮୭ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୮.୪୭ ଲକ୍ଷ ଟଙ୍କା ଯାଏଁ ରହିଛି। ଭାରତୀୟ ବଜାରକୁ ଦୃଷ୍ଟିରେ ରଖି XDiavel ଓ XDiavel S ପରି ୨ଟି ଭାରିଏଣ୍ଟରେ ବଜାରକୁ ଆସିଛି।

ଚଳିତବର୍ଷ ପ୍ରାରମ୍ଭରୁ Ducati 959 Panogale, Multistrada 1200S ଓ  Multistrada Enduro ପରି ବାଇକ୍‌ ବଜାରପ୍ରବେଶ କରିସାରିଛି।

ParametresDucati XDiavelDucati Diavel
Displacement1.262cc1198.4cc
Max Power156bhp@9,500rpm162bhp@9,250rpm
Max Torque128.9Nm@5,000rpm130.5Nm@8,000rpm
Final DriveBelt-DriveChain-Drive
Kerb Weight247kg239kg

Related story