ଫିଙ୍ଗର ପ୍ରିଣ୍ଟ୍ ସେନସର ସହିତ ନଭେମ୍ୱରରେ ଲଞ୍ଚ ହେବ ‘ଜିଓମି’ ଏମ୍୫

ନୂଆଦିଲ୍ଲୀ: ଚୀନର ସ୍ମାର୍ଟ ଫୋନ୍ ନିର୍ମାତା କମ୍ପାନୀ ‘ଜିଓମି’ ତାର ନୂଆ ସ୍ମାର୍ଟଫୋନ୍ ଏମ୍୫ ଲଞ୍ଚ୍ କରିବା ପ୍ରସ୍ତୁତିରେ ରହିଛି। ଏହି ସ୍ମାର୍ଟ ଫୋନ୍ ଚଳିତ ବର୍ଷ ନଭେମ୍ୱର ମାସରେ ଲଞ୍ଚ୍ କରାଯିବ। ଆଉ ଏହି ଫୋନରେ ଫିଙ୍ଗର ପ୍ରିଣ୍ଟ୍ ସେନସର ରହିବ। ଫୋନଟିର ଆକାର ଓ  ତା’ର ଫିଚର୍ସ ସମ୍ପର୍କରେ କିଛି ଖୁଲାସା କରାଯାଇ ନାହିଁ। ତେବେ ଜିଓମିର ଏହି ସ୍ମାର୍ଟଫୋନରେ ୫.୩ ଇଞ୍ଚର ଡିସପ୍ଲେ ରହିପାରେ। ଏହାସହିତ ୧୬ ଜିବି ଓ ୬୪ ଜିବିର […]

xiaomi-mi5

Rakesh Mallick
  • Published: Thursday, 02 July 2015
  • , Updated: 02 July 2015, 10:25 AM IST

ନୂଆଦିଲ୍ଲୀ: ଚୀନର ସ୍ମାର୍ଟ ଫୋନ୍ ନିର୍ମାତା କମ୍ପାନୀ ‘ଜିଓମି’ ତାର ନୂଆ ସ୍ମାର୍ଟଫୋନ୍ ଏମ୍୫ ଲଞ୍ଚ୍ କରିବା ପ୍ରସ୍ତୁତିରେ ରହିଛି। ଏହି ସ୍ମାର୍ଟ ଫୋନ୍ ଚଳିତ ବର୍ଷ ନଭେମ୍ୱର ମାସରେ ଲଞ୍ଚ୍ କରାଯିବ। ଆଉ ଏହି ଫୋନରେ ଫିଙ୍ଗର ପ୍ରିଣ୍ଟ୍ ସେନସର ରହିବ। ଫୋନଟିର ଆକାର ଓ  ତା’ର ଫିଚର୍ସ ସମ୍ପର୍କରେ କିଛି ଖୁଲାସା କରାଯାଇ ନାହିଁ। ତେବେ ଜିଓମିର ଏହି ସ୍ମାର୍ଟଫୋନରେ ୫.୩ ଇଞ୍ଚର ଡିସପ୍ଲେ ରହିପାରେ। ଏହାସହିତ ୧୬ ଜିବି ଓ ୬୪ ଜିବିର ମେମୋରି ରହିପାରେ ।୧୬ ଏମପିର ରିଅର କ୍ୟାମେରା ଲାଗିପାରେ।

Related story