ଏ ବର୍ଷର ରେକର୍ଡ, ସୁନା ଦର ୩୨,୫୦୦

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଆଗକୁ ଆସୁଛି ଧନ୍‌ତେରାସ। ସୁନା ଗହଣା କିଣିବେ ବୋଲି ଲୋକେ ଅନେଇ ବସିଛନ୍ତି। କିନ୍ତୁ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୫୦ ଟଙ୍କା ବୃଦ୍ଧି ପାଇବା ଫଳରେ ଏହା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। କିନ୍ତୁ ରୁପା ଦର ତୁଳନାତ୍ମକ ଭାବେ ହ୍ରାସ ପାଇଛି। ବୁଧବାର କେଜି ପ୍ରତି ରୁପା ଦର ୨୦ ଟଙ୍କା ହ୍ରାସ ପାଇ ୩୯,୭୩୦ ଟଙ୍କା ରହିଛି। ବ୍ୟବସାୟୀଙ୍କ କହିବା ଅନୁସାରେ ପାର୍ବଣ ଋତୁରେ ଚାହିଦା […]

GOLD

GOLD

Subrat Kumar Nayak
  • Published: Wednesday, 24 October 2018
  • Updated: 24 October 2018, 11:58 PM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର) ଆଗକୁ ଆସୁଛି ଧନ୍‌ତେରାସ। ସୁନା ଗହଣା କିଣିବେ ବୋଲି ଲୋକେ ଅନେଇ ବସିଛନ୍ତି। କିନ୍ତୁ ବୁଧବାର ୧୦ ଗ୍ରାମ ସୁନା ମୂଲ୍ୟରେ ୧୫୦ ଟଙ୍କା ବୃଦ୍ଧି ପାଇବା ଫଳରେ ଏହା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। କିନ୍ତୁ ରୁପା ଦର ତୁଳନାତ୍ମକ ଭାବେ ହ୍ରାସ ପାଇଛି। ବୁଧବାର କେଜି ପ୍ରତି ରୁପା ଦର ୨୦ ଟଙ୍କା ହ୍ରାସ ପାଇ ୩୯,୭୩୦ ଟଙ୍କା ରହିଛି।

ବ୍ୟବସାୟୀଙ୍କ କହିବା ଅନୁସାରେ ପାର୍ବଣ ଋତୁରେ ଚାହିଦା ବଢ଼ିବା କାରଣରୁ ସୁନାଦର ବୃଦ୍ଧି ପାଇଛି। ଏହା ଚଳିତ ବର୍ଷର ସର୍ବକାଳୀନ ରେକର୍ଡ ସ୍ତର ଅତିକ୍ରମ କରିଛି। ବଜାର ସୂଚନା ଅନୁସାରେ ୯୯.୯% ଶୁଦ୍ଧତା ବିଶିଷ୍ଟ ସୁନାର ୧୦ ଗ୍ରାମ ପ୍ରତି ମୂଲ୍ୟ ବର୍ତ୍ତମାନ ୩୨,୫୦୦ ଟଙ୍କା ଥିବା ବେଳେ ୯୯.୫% ଶୁଦ୍ଧତା ବିଶିଷ୍ଟ ସୁନାର ମୂଲ୍ୟ ୩୨,୩୫୦ ଟଙ୍କା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story