ବଢିଲା ସୁନା ଓ ରୁପା ଦର

ନୂଆଦିଲ୍ଲୀ: ଦୁଇଦିନ ଦର ଖସିବା ପରେ ପୁଣି ବଢିଛି ସୁନା ଓ ରୁପା ଦର। ଗୁରୁବାର କାରବାର ବନ୍ଦ ହେବା ବେଳକୁ ସୁନା ୧୦ଗ୍ରାମ ପ୍ରତି ଦର ୨୭୫ ଟଙ୍କା ବଢି ୨୬ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ସେହିପରି କେଜି ପ୍ରତି ରୁପା ଦର ଆଜି ୧ହଜାର ଟଙ୍କା ବୃଦ୍ଧି ପାଇ ୩୫ ହଜାର ୭୦୦ ଟଙ୍କାରେ ପହଞ୍ଚିଛି। ଭାରତୀୟ ଅଳଙ୍କାର ନିର୍ମାତା ଓ ରିଟେଲରମାନେ ବହୁ ମାତ୍ରରେ ସୁନା କିଣୁଥିବାରୁ ସୁନାଦର ବୃଦ୍ଧି ପାଇଛି। […]

Gold-And-Silver-oxford-academy

Gold-And-Silver-oxford-academy

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 01:26 PM IST

Sports

Latest News

ନୂଆଦିଲ୍ଲୀ: ଦୁଇଦିନ ଦର ଖସିବା ପରେ ପୁଣି ବଢିଛି ସୁନା ଓ ରୁପା ଦର। ଗୁରୁବାର କାରବାର ବନ୍ଦ ହେବା ବେଳକୁ ସୁନା ୧୦ଗ୍ରାମ ପ୍ରତି ଦର ୨୭୫ ଟଙ୍କା ବଢି ୨୬ ହଜାର ୬୦୦ ଟଙ୍କାରେ ପହଞ୍ଚିଛି। ସେହିପରି କେଜି ପ୍ରତି ରୁପା ଦର ଆଜି ୧ହଜାର ଟଙ୍କା ବୃଦ୍ଧି ପାଇ ୩୫ ହଜାର ୭୦୦ ଟଙ୍କାରେ ପହଞ୍ଚିଛି। ଭାରତୀୟ ଅଳଙ୍କାର ନିର୍ମାତା ଓ ରିଟେଲରମାନେ ବହୁ ମାତ୍ରରେ ସୁନା କିଣୁଥିବାରୁ ସୁନାଦର ବୃଦ୍ଧି ପାଇଛି। ସେହିପରି ରୁପାଦର ବୃଦ୍ଧି ପାଇବାର କାରଣ ରୁପା କଏନ ତିଆରିରେ ବୃଦ୍ଧି ଯୋଗୁ ହୋଇଛି ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story