ମସ୍ତିଷ୍କ ପଢି ପାରିବାର କ୍ଷମତା ରଖିଛି ଗୁଗଲ ଗ୍ଲାସ ପରି ଡିଭାଇସ୍‌

ନୂଆଦିଲ୍ଲୀ: ମସ୍ତିଷ୍କକୁ ପଢି ପାରିବ ଗୁଗଲ ଗ୍ଲାସ। ଏହାସହ ମାନବର ବ୍ରେନ୍‌ କାର୍ଯ୍ୟକଳାପକୁ ମଧ୍ୟ ଅନୁଶୀଳନ କରିପାରିବ।ଏନେଇ ଗବେଷକମାନେ ଏକ ସ୍ମାର୍ଟ ପୋର୍ଟେବଲ ସିଷ୍ଟମକୁ ବିକଶିକ କରୁଛନ୍ତି। ଏହାର ନାମ ହେଲା functional near-infrared spectroscopy (fNIRS)। ଏହି ଅପ୍ଲିକେଶନଟି ବିକାଶିତ ହୋଇ ସାରିବା ପରେ ଏହା ଏୟାର ଟ୍ରାଫିକ୍‌ ପରିଚାଳନା ଓ ଡ୍ରୋନ୍‌ ଅପରେଟ୍‌ ଇତ୍ୟାଦି ଏକା ସଙ୍ଗରେ ପରିପାରିବ। ଏହାସହ ଏହି ଆପ୍ଲିକେଶନଟି ଭିନ୍ନକ୍ଷମଙ୍କ ମସ୍ତିଷ୍କକୁ ମଧ୍ୟ ପଢିପାରିବେ। ଡ୍ରେକ୍ସଲ ବିଶ୍ୱବିଦ୍ୟାଳୟର ଗବେଶକ ହାସନ୍‌ […]

google galss

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 07:20 PM IST

ନୂଆଦିଲ୍ଲୀ: ମସ୍ତିଷ୍କକୁ ପଢି ପାରିବ ଗୁଗଲ ଗ୍ଲାସ। ଏହାସହ ମାନବର ବ୍ରେନ୍‌ କାର୍ଯ୍ୟକଳାପକୁ ମଧ୍ୟ ଅନୁଶୀଳନ କରିପାରିବ।ଏନେଇ ଗବେଷକମାନେ ଏକ ସ୍ମାର୍ଟ ପୋର୍ଟେବଲ ସିଷ୍ଟମକୁ ବିକଶିକ କରୁଛନ୍ତି। ଏହାର ନାମ ହେଲା functional near-infrared spectroscopy (fNIRS)। ଏହି ଅପ୍ଲିକେଶନଟି ବିକାଶିତ ହୋଇ ସାରିବା ପରେ ଏହା ଏୟାର ଟ୍ରାଫିକ୍‌ ପରିଚାଳନା ଓ ଡ୍ରୋନ୍‌ ଅପରେଟ୍‌ ଇତ୍ୟାଦି ଏକା ସଙ୍ଗରେ ପରିପାରିବ। ଏହାସହ ଏହି ଆପ୍ଲିକେଶନଟି ଭିନ୍ନକ୍ଷମଙ୍କ ମସ୍ତିଷ୍କକୁ ମଧ୍ୟ ପଢିପାରିବେ।

ଡ୍ରେକ୍ସଲ ବିଶ୍ୱବିଦ୍ୟାଳୟର ଗବେଶକ ହାସନ୍‌ ଆୟଜ୍‌ କହିଛନ୍ତି,“ଏହା ଏକ ନୂଆ ଟ୍ରେଣ୍ଡ। ଏହାକୁ neuroergonomics କୁହାଯାଉଛି।  କାର୍ଯ୍ୟବେଳେ ମାନବର ବ୍ରେନ୍‌କୁ ଏହା ଅନୁଶୀଳନ କରିବ।”

Related story