ନୂଆଦିଲ୍ଲୀ: ପୂଜା ସିଜିନ୍ ପୂର୍ବରୁ ଅର୍ଥାତ ସେପ୍ଟେମ୍ବରରେ ଭାରତୀୟ ବଜାରରେ ପ୍ରବେଶ କରିବ ହିରୋର ନୂଆ ସ୍ପୋର୍ଟ୍ସ ବାଇକ୍ Hero Hastur । ଏହାର ଦର ରହିଛି ୪ ଲକ୍ଷ ଟଙ୍କା। ଏହାର ଅଫିସିଆଲ୍ ଟ୍ୟାଗ୍ ଲାଇନ୍ ରହିଛି Aggressive Street Fighter। ଏହା ଗ୍ରେ ଓ ହଳଦୀ ରଙ୍ଗରେ ବଜାରରେ ଉପଲବ୍ଧ ହେବ। ଏହାର ଗିୟର ସଂଖ୍ୟା ୬ ।
Specifications
Displacement | 620 cc |
Maximum Power | 78.9 BHP @ 9600 rpm |
Maximum Torque | 72 NM @ 7750 rpm |
No. of Cylinders | 2 |
No. of Gears | 6 |
Ground Clearance | 130 mm |
Kerb/Wet Weight | 160 kg |
Fuel Tank Capacity | 15 litres |
Top Speed | 240 kmph |