ଜୁନ୍‌ରେ ଆକର୍ଷଣୀୟ ଷ୍ଟାଇଲ୍‌ ସହ ବଜାରକୁ ଆସିବ Hero Hastur

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ଆସନ୍ତା ମାସରେ Hero Hastur 620cc ବାଇକ୍‌ ବଜାରକୁ ଛାଡିବ। ଏହାର ନୂଆଦିଲ୍ଲୀସ୍ଥିତ ଏକ୍ସସୋରୁମ୍‌ ମୂଲ୍ୟ ୪ରୁ ୫ ଲକ୍ଷ ରହିଛି। ବାଇକ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ନୂଆ ରୂପରେ ଏହି ବାଇକ୍‌ଟି ବଜାରକୁ ଆସିବ। ଏହାକୁ ଷ୍ଟ୍ରିଟ୍‌-ନେକେଡ୍‌ ବାଇକ କାଟାଗୋରୀରେ ସାମିଲ୍‌ କରାଯାଇଛି।  ଏହି ବାଇକ୍‌ରେ ନିମ୍ନଲିଖିତ ସୁବିଧାମାନ ରହିଛି। Displacement 620 cc Maximum Power 78.9 BHP @ 9600 […]

hero-hastur-concept-p

Rakesh Mallick
  • Published: Monday, 30 May 2016
  • , Updated: 30 May 2016, 12:20 PM IST

ନୂଆଦିଲ୍ଲୀ: ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ଆସନ୍ତା ମାସରେ Hero Hastur 620cc ବାଇକ୍‌ ବଜାରକୁ ଛାଡିବ। ଏହାର ନୂଆଦିଲ୍ଲୀସ୍ଥିତ ଏକ୍ସସୋରୁମ୍‌ ମୂଲ୍ୟ ୪ରୁ ୫ ଲକ୍ଷ ରହିଛି।

ବାଇକ୍‌ପ୍ରେମୀଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ନୂଆ ରୂପରେ ଏହି ବାଇକ୍‌ଟି ବଜାରକୁ ଆସିବ। ଏହାକୁ ଷ୍ଟ୍ରିଟ୍‌-ନେକେଡ୍‌ ବାଇକ କାଟାଗୋରୀରେ ସାମିଲ୍‌ କରାଯାଇଛି।  ଏହି ବାଇକ୍‌ରେ ନିମ୍ନଲିଖିତ ସୁବିଧାମାନ ରହିଛି।

Displacement620 cc
Maximum Power78.9 BHP @ 9600 rpm
Maximum Torque72 NM @ 7750 rpm
Gearbox6-Speed Constant mesh
Ground Clearance130 mm
Kerb/Wet Weight160 kg
Fuel Tank Capacity15 litres
Top Speed240 kmph

 

Related story