ହୋଟେଲ ବ୍ୟବସାୟକୁ ଆକର୍ଷଣୀୟ କରିବାକୁ ନେଇ ଭୁବନେଶ୍ୱରରେ ବୈଠକ

ଭୁବନେଶ୍ୱର: ଅତିଥି ଦେବୋ ଭବଃ। ଏହି ଉକ୍ତିକୁ ଆଧାର କରି ଶୁକ୍ରବାର ଭୁବନେଶ୍ୱରରେ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲଗୁଡିକ ଉଭୟ ସେବା ଓ ଦେୟ କ୍ଷେତ୍ରରେ କିଭଳି ଆକର୍ଷଣୀୟ ହୋଇପାରିବ, ହୋଟେଲ ନ ଥିବା ଅଞ୍ଚଳରେ କିଭଳି ହୋଟେଲ ବ୍ୟବସାୟ ଆରମ୍ଭ କରାଯାଇ ପାରିବ, ଏସବୁ ଦିଗ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ଦେଶ-ବିଦେଶରୁ ଆସିଥିବା […]

puri

puri

Rakesh Mallick
  • Published: Friday, 25 September 2015
  • Updated: 25 September 2015, 03:12 PM IST

Sports

Latest News

ଭୁବନେଶ୍ୱର: ଅତିଥି ଦେବୋ ଭବଃ। ଏହି ଉକ୍ତିକୁ ଆଧାର କରି ଶୁକ୍ରବାର ଭୁବନେଶ୍ୱରରେ ଫେଡେରେସନ୍ ଅଫ୍ ହୋଟେଲ୍ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ୍ ଅଫ୍ ଇଣ୍ଡିଆର ସୁବର୍ଣ୍ଣ ଜୟନ୍ତୀ ସମ୍ମିଳନୀ ଆରମ୍ଭ ହୋଇଛି । ଦେଶର ବିଭିନ୍ନ ଅଞ୍ଚଳରେ ଥିବା ହୋଟେଲଗୁଡିକ ଉଭୟ ସେବା ଓ ଦେୟ କ୍ଷେତ୍ରରେ କିଭଳି ଆକର୍ଷଣୀୟ ହୋଇପାରିବ, ହୋଟେଲ ନ ଥିବା ଅଞ୍ଚଳରେ କିଭଳି ହୋଟେଲ ବ୍ୟବସାୟ ଆରମ୍ଭ କରାଯାଇ ପାରିବ, ଏସବୁ ଦିଗ ଉପରେ ସମ୍ମିଳନୀରେ ଆଲୋଚନା ହେଉଛି। ଦେଶ-ବିଦେଶରୁ ଆସିଥିବା ହୋଟେଲ ମାଲିକମାନେ ସମ୍ମିଳନୀରେ ମତ ଉପସ୍ଥାପନ କରିଛନ୍ତି। ଓଡ଼ିଶାକୁ କିଭଳି ଏକ ପର୍ଯ୍ୟଟନ ହବରେ ପରିଣତ କରାଯାଇ ପାରିବ ସେନେଇ ସମ୍ମିଳନୀରେ ଆଲୋଚନା ହୋଇଛି। ସମ୍ମିଳନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ନିକଟରେ ସରକାର ଆଣିଥିବା ନୂଆ ଶିଳ୍ପନୀତିରେ ମଧ୍ୟ ଏନେଇ ସୁବିଧା ରହିଛି। ତେଣୁ ଏହାର ଫାଇଦା ନେବାକୁ ସେ ଉପସ୍ଥିତ ଉଦ୍ୟୋଗୀଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ମହେଶ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story