ହୋଟେଲ, ରେଷ୍ଟୁରାଣ୍ଟରେ ସର୍ଭିସ୍ ଟ୍ୟାକ୍ସ ବାଧ୍ୟତାମୂଳକ ନୁହେଁ
ନୂଆଦିଲ୍ଲୀ: ଆଉ ହୋଟେଲ କି ରେଷ୍ଟୁରାଣ୍ଟରେ ବାଧ୍ୟବାଧକତାରେ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଏଣିକି ନିଜ ବିବେକ ଅନୁସାରେ ଗ୍ରାହକ ସର୍ଭିସ୍ ଟ୍ୟାକ୍ସ୍ ଦେବେ। ଗ୍ରାହକ ଯଦି ଚାହିଁବେ ଦେବେ ନ ହେଲେ ନାହିଁ। ଆଜି ଏପରି ଏକ ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି। ଏନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅବଗତ କରିବା ସହ ପଦକ୍ଷେପ ନେବାକୁ କହିଛନ୍ତି।
ନୂଆଦିଲ୍ଲୀ: ଆଉ ହୋଟେଲ କି ରେଷ୍ଟୁରାଣ୍ଟରେ ବାଧ୍ୟବାଧକତାରେ ସର୍ଭିସ୍ ଟ୍ୟାକ୍ସ ଦେବାକୁ ପଡିବ ନାହିଁ। ଏଣିକି ନିଜ ବିବେକ ଅନୁସାରେ ଗ୍ରାହକ ସର୍ଭିସ୍ ଟ୍ୟାକ୍ସ୍ ଦେବେ। ଗ୍ରାହକ ଯଦି ଚାହିଁବେ ଦେବେ ନ ହେଲେ ନାହିଁ। ଆଜି ଏପରି ଏକ ନିଷ୍ପତ୍ତି କେନ୍ଦ୍ର ସରକାର ନେଇଛନ୍ତି।
ଏନେଇ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଅବଗତ କରିବା ସହ ପଦକ୍ଷେପ ନେବାକୁ କହିଛନ୍ତି।