ଏପ୍ରିଲ୍‌ ୧୨ରେ ବଜାରକୁ ଆସିବ ସ୍ମାର୍ଟଫୋନ୍‌ HTC 10

ନୂଆଦିଲ୍ଲୀ: ଆସନ୍ତା ମାସ ୧୨ ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବ ନୂଆ ସ୍ମାର୍ଟ ଫୋନ୍‌ HTC 10। ତାଇୱାନ୍‌ର ଏହି କମ୍ପାନୀ ଏକା ସଙ୍ଗରେ ନ୍ୟୁୟର୍କ, ଲଣ୍ଡନ୍ ଓ ତାଇପେଇରେ ଏହି ଫୋନ୍‌କୁ ଲଞ୍ଚ କରିବ। ଏହାର ବଜାର ଦର ୧୫ ହଜାର ଟଙ୍କା ରହିଛି। ଏହି ଫୋନ୍‌ର ଇଣ୍ଟରନାଲ୍‌ ଷ୍ଟୋରେଜ୍ 32GB ରହିଥିବା ବେଳେ 3GB ର RAM ରହିଛି। ଏଥିରେ 200GB ଯାଏଁ MicroSD ଇନସର୍ଟ ହୋଇପାରିବ। ଏଥିରେ 12 MPର କ୍ୟାମେରା […]

htc-10-r

Rakesh Mallick
  • Published: Thursday, 24 March 2016
  • , Updated: 24 March 2016, 01:56 PM IST

ନୂଆଦିଲ୍ଲୀ: ଆସନ୍ତା ମାସ ୧୨ ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବ ନୂଆ ସ୍ମାର୍ଟ ଫୋନ୍‌ HTC 10। ତାଇୱାନ୍‌ର ଏହି କମ୍ପାନୀ ଏକା ସଙ୍ଗରେ ନ୍ୟୁୟର୍କ, ଲଣ୍ଡନ୍ ଓ ତାଇପେଇରେ ଏହି ଫୋନ୍‌କୁ ଲଞ୍ଚ କରିବ। ଏହାର ବଜାର ଦର ୧୫ ହଜାର ଟଙ୍କା ରହିଛି। ଏହି ଫୋନ୍‌ର ଇଣ୍ଟରନାଲ୍‌ ଷ୍ଟୋରେଜ୍ 32GB ରହିଥିବା ବେଳେ 3GB ର RAM ରହିଛି। ଏଥିରେ 200GB ଯାଏଁ MicroSD ଇନସର୍ଟ ହୋଇପାରିବ। ଏଥିରେ 12 MPର କ୍ୟାମେରା ସହ ଡୁଆଲ୍‌ ଏଲ୍‌ଇଡି ରହିଛି। ଏହାର Screen size 5.15 inches ରହିଥିବା ବେଳେ AndroidOS v6.0.1 (Marshmallow) OS ରହିଛି। WLAN, Bluetooth, GPS, NFC, sensors ଓ Radio ଇତ୍ୟାଦି ଅତ୍ୟାଧୁନିକ ସୁବିଧା ରହିଛି। ଏହି ଫୋନ୍‌ ଗୋଲ୍ଡ, ସିଲଭର ଓ ଗ୍ରେ କଲରରେ ଉପଲବ୍ଧ ହେବ।

Related story