୭,୪୯୯ ଟଙ୍କାରେ ବଜାରକୁ ଆସିଲା ‘ଆଇବଲ୍‌’ର ନୂଆ ଟ୍ୟାବ୍‌ଲେଟ୍

ନୂଆଦିଲ୍ଲୀ: ଭାରତୀୟ ବଜାର ପ୍ରବେଶ କରିଛି iBall Slide Snap 4G2 Voice-Calling Tablet। ଏହାର ଦର ରହିଛି ୭,୪୯୯ ଟଙ୍କା। ଖୁବଶୀଘ୍ର ଏହା ବିଭିନ୍ନ ଇ-କମର୍ସ ସାଇଟ୍‌ ଓ ରିଟେଲ୍‌ ଷ୍ଟୋରରେ ଉପଲବ୍ଧ ହେବ। ଡୁଆଲ୍‌ ସିମ୍‌ ରହିପାରୁଥିବା ଏହି ଟ୍ୟାବ୍‌ଲେଟ୍‌ରେ 4G ସେବା ପାଇପାରିବେ ଗ୍ରାହକ। କମ୍ପାନୀ ପକ୍ଷରୁ ଏଥିରେ ୨୧ଟି ଆଞ୍ଚଳିକ ଭାଷାକୁ ଇନଷ୍ଟାଲ କରାଯାଇଛି। ଏଥିରେ 7.00-Inchର ଡିସ୍‌ପ୍ଲେ ରହିଥିବା ବେଳେ 600×1024 pixel Resolution ସୁବିଧା ରହିଛି। ଏଥିରେ Quad-core […]

iball_slide_snap_4g2

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 02:33 PM IST

ନୂଆଦିଲ୍ଲୀ: ଭାରତୀୟ ବଜାର ପ୍ରବେଶ କରିଛି iBall Slide Snap 4G2 Voice-Calling Tablet। ଏହାର ଦର ରହିଛି ୭,୪୯୯ ଟଙ୍କା। ଖୁବଶୀଘ୍ର ଏହା ବିଭିନ୍ନ ଇ-କମର୍ସ ସାଇଟ୍‌ ଓ ରିଟେଲ୍‌ ଷ୍ଟୋରରେ ଉପଲବ୍ଧ ହେବ। ଡୁଆଲ୍‌ ସିମ୍‌ ରହିପାରୁଥିବା ଏହି ଟ୍ୟାବ୍‌ଲେଟ୍‌ରେ 4G ସେବା ପାଇପାରିବେ ଗ୍ରାହକ। କମ୍ପାନୀ ପକ୍ଷରୁ ଏଥିରେ ୨୧ଟି ଆଞ୍ଚଳିକ ଭାଷାକୁ ଇନଷ୍ଟାଲ କରାଯାଇଛି।

ଏଥିରେ 7.00-Inchର ଡିସ୍‌ପ୍ଲେ ରହିଥିବା ବେଳେ 600x1024 pixel Resolution ସୁବିଧା ରହିଛି। ଏଥିରେ Quad-core Processer ଥିବା ବେଳେ 2GB RAM ଓ 16 GB ଷ୍ଟୋରେଜ ରହିଛି। ଏଥିରେ 5MP Rear Camera ଓ 2-MP Front Camera ସହ Android OS ଓ 3500mAh ବ୍ୟାଟେରୀ ରହିଛି।

ଏହାସହ ଏଥିରେ  Bluetooth, Wi-Fi, GPS/ A-GPS, USB with OTG, and Micro-USB ପର ସୁବିଧା ରହିଛି।

Related story