VoLTE ସୁବିଧା ସହ ବଜାରକୁ ଆସିଲା Intex Cloud String HD

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଇଣ୍ଟେକ୍ସ ପ୍ରବେଶ କରାଇଛି ଏକ ନୂଆ ସ୍ମାର୍ଟଫୋନ୍‌। ଏହାର ନାମ ହେଉଛି Intex Cloud String HD। ଏହା କେବଳ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ କଳା ଓ ଧଳା ରଙ୍ଗରେ ୫,୫୯୯ଟଙ୍କାରେ ଉପଲବ୍ଧ ହେଉଛି। ଏହି Intex Cloud String HD ସ୍ମାର୍ଟ ଫୋନ୍‌ରେ 5.00-inchର Display, 1.3GHzର Processor,  5-megapixelର Front Camera ଯେଉଁଥିରେ  720 x 1280 pixelsର Resolution ରହିଛି। ଏହାସହ  1 GB ର RAM, Android 5.1 OS, […]

intex-cloud-string-hd

Rakesh Mallick
  • Published: Tuesday, 24 May 2016
  • , Updated: 24 May 2016, 01:07 PM IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ଇଣ୍ଟେକ୍ସ ପ୍ରବେଶ କରାଇଛି ଏକ ନୂଆ ସ୍ମାର୍ଟଫୋନ୍‌। ଏହାର ନାମ ହେଉଛି Intex Cloud String HD। ଏହା କେବଳ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରେ କଳା ଓ ଧଳା ରଙ୍ଗରେ ୫,୫୯୯ଟଙ୍କାରେ ଉପଲବ୍ଧ ହେଉଛି।

ଏହି Intex Cloud String HD ସ୍ମାର୍ଟ ଫୋନ୍‌ରେ 5.00-inch Display, 1.3GHzProcessor,  5-megapixelFront Camera ଯେଉଁଥିରେ  720 x 1280 pixelsResolution ରହିଛି। ଏହାସହ  1 GB RAM, Android 5.1 OS, 8GBStorage ଯାହାକି 32GBକୁ ବୃଦ୍ଧି ହୋଇପାରବ। ଏହା ସହ 8-megapixelRear Camera2200 mAhBattery capacity ରହିଛି। 

ଏହି Intex Cloud String HD ସ୍ମାର୍ଟ ଫୋନ୍‌ରେ ଅତ୍ୟାଧିନିକ ସୁବିଧା ମଧ୍ୟରେ ଉଭୟ ସିମ୍‌ 2G, 3G, 4G/LTE VoLTE ରହିଛି।

Related story