ଆଇଫୋନ୍‌ରେ ରହିବନି ‘ଟଚ୍‌ ଆଇଡି’

ନ୍ୟୁ ୟର୍କ: ୨୦୧୭ ମସିହାରେ ନିର୍ମାଣ ହେବାକୁ ଥିବା ଆଇଫୋନ୍‌ର ବିଭିନ୍ନ ମଡେଲର ସ୍କ୍ରୀନ୍‌ରେ ରହିବନି ‘ଟଚ୍‌ ଆଇଡି’। ଏହା ବଦଳରେ ଏହି ଫୋନ୍‌ରେ ରହିବ ବାୟୋ ମେଟ୍ରିକ୍‌ ଫଙ୍କସନ୍‌। ଏହି ସୁବିଧା ଅନୁସାରେ ଗ୍ରାହକ ମାନେ ନିର୍ଦ୍ଧିଷ୍ଟ ସ୍ଥାନକୁ ଚିପିବା ଦ୍ୱାରା ଏହା ଟିକେ ଭାଇବ୍ରେଟ୍‌ ହେବ ଏହାପରେ ନୂଆ ଫିଚର ଆକ୍ଟିଭେଟ୍‌ ହୋଇଯିବା ବୋଲି କହିଛି ଆମେରିକାର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଆପଲ। ଅପଲ ଫୋନ୍‌ରେ ଥିବା ଟଚ୍‌ ଆଇଡିଟି ଫିଙ୍ଗରପ୍ରିଣ୍ଟ ନେଇ କାର୍ଯ୍ୟକ୍ଷମ […]

iphone 10

Rakesh Mallick
  • Published: Saturday, 27 August 2016
  • , Updated: 27 August 2016, 07:20 PM IST

ନ୍ୟୁ ୟର୍କ: ୨୦୧୭ ମସିହାରେ ନିର୍ମାଣ ହେବାକୁ ଥିବା ଆଇଫୋନ୍‌ର ବିଭିନ୍ନ ମଡେଲର ସ୍କ୍ରୀନ୍‌ରେ ରହିବନି ‘ଟଚ୍‌ ଆଇଡି’। ଏହା ବଦଳରେ ଏହି ଫୋନ୍‌ରେ ରହିବ ବାୟୋ ମେଟ୍ରିକ୍‌ ଫଙ୍କସନ୍‌।

ଏହି ସୁବିଧା ଅନୁସାରେ ଗ୍ରାହକ ମାନେ ନିର୍ଦ୍ଧିଷ୍ଟ ସ୍ଥାନକୁ ଚିପିବା ଦ୍ୱାରା ଏହା ଟିକେ ଭାଇବ୍ରେଟ୍‌ ହେବ ଏହାପରେ ନୂଆ ଫିଚର ଆକ୍ଟିଭେଟ୍‌ ହୋଇଯିବା ବୋଲି କହିଛି ଆମେରିକାର ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ଆପଲ।

ଅପଲ ଫୋନ୍‌ରେ ଥିବା ଟଚ୍‌ ଆଇଡିଟି ଫିଙ୍ଗରପ୍ରିଣ୍ଟ ନେଇ କାର୍ଯ୍ୟକ୍ଷମ ହୋଇଥାଏ। କିନ୍ତୁ ଏହି ନୂଆ ସୁବିଧା ଅନୁସାରେ ଏହା ଭିନ୍ନ ଭାବେ ବଜାରକୁ ଆସିବ। Organic light-emitting diode (OLED) ଓ Curved Screen ସହ ଆସନ୍ତାବର୍ଷ ବଜାରକୁ ଆସିବ ଆଇଫୋନ୍‌ ୧୦।

Related story