ଜାଲ ନୋଟ୍ ରୋକିବାକୁ ପ୍ରୟୋଗ ହେବ ନୂଆ ଫିଚର

ନୂଆଦିଲ୍ଲୀ: ଜାଲ ନୋଟକୁ କାରବାରରେ ରୋକ ଲଗାଇବା ପାଇଁ ପ୍ରତି ନୋଟରେ ନୂଆ ନମ୍ୱରିଂ ପ୍ରଣାଳୀ ଓ ୭ଟି ନୂଆ ଫିଚର ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ୫୦୦ ଓ ୧୦୦୦ ଟଙ୍କା ନୋଟରେ ଏହାକୁ ପ୍ରୟୋଗ କରାଯିବ। ଆସନ୍ତା ମେ’ ମଧ୍ୟରେ ସବୁ ନୋଟକୁ ଏହାକୁ ପ୍ରଯୋଗ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍ ତଥା ଭାରତୀୟ ପ୍ରତିଭୂତି ମୁଦ୍ରଣ ତଥା ମୁଦ୍ରା ନିର୍ମାଣ ନିଗମ ଲିମିଟେଡ୍ ସଂଶୋଧିତ ନମ୍ୱର ଆରମ୍ଭ […]

note

Rakesh Mallick
  • Published: Sunday, 06 September 2015
  • , Updated: 06 September 2015, 02:18 PM IST

ନୂଆଦିଲ୍ଲୀ: ଜାଲ ନୋଟକୁ କାରବାରରେ ରୋକ ଲଗାଇବା ପାଇଁ ପ୍ରତି ନୋଟରେ ନୂଆ ନମ୍ୱରିଂ ପ୍ରଣାଳୀ ଓ ୭ଟି ନୂଆ ଫିଚର ଲଗାଯିବ। ପ୍ରଥମ ପର୍ଯ୍ୟାୟରେ ୫୦୦ ଓ ୧୦୦୦ ଟଙ୍କା ନୋଟରେ ଏହାକୁ ପ୍ରୟୋଗ କରାଯିବ। ଆସନ୍ତା ମେ’ ମଧ୍ୟରେ ସବୁ ନୋଟକୁ ଏହାକୁ ପ୍ରଯୋଗ କରାଯିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ନୋଟ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡ୍ ତଥା ଭାରତୀୟ ପ୍ରତିଭୂତି ମୁଦ୍ରଣ ତଥା ମୁଦ୍ରା ନିର୍ମାଣ ନିଗମ ଲିମିଟେଡ୍ ସଂଶୋଧିତ ନମ୍ୱର ଆରମ୍ଭ ହୋଇଛି ।

Related story