ଲଞ୍ଚ ହେବ ଜିଓ ଫୋନ୍‌ ୩: ଦାମ୍‌ ୫ହଜାରରୁ କମ୍‌ !

ନୂଆଦିଲ୍ଲୀ:(ଓଡ଼ିଶା ରିପୋର୍ଟର) ଗ୍ରାହକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ବଜାରରେ ଲଞ୍ଚ ହେବାକୁ ଯାଉଛି ଜିଓ ଫୋନ୍‌ ୩ ।ଏହି ସ୍ମାର୍ଟଫୋନକୁ ଚଳିତ ବର୍ଷ ଜୁଲାଇ ମାସରେ କମ୍ପାନୀର ବାର୍ଷିକ ସାଧାରଣ ସଭାରେ ଉନ୍ମୋଚନ କରାଯିବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କମ୍ପାନୀ ଚଳିତ ବର୍ଷ ଜୁଲାଇ ମାସରେ ଆଣ୍ଡ୍ରଏଡ ବେସ୍‌ଡ ସ୍ମାର୍ଟଫୋନ ବଜାରକୁ ଆଣିବା ପାଇଁ ଯୋଜନା କରୁଥିବାରୁ ଏହି ଜିଓ ଫୋନ୍‌ ୩ ଖୁବ୍‌ ଶୀଘ୍ର ଲୋକଙ୍କ ପାଖକୁ ଆସିପାରେ। ରିପୋର୍ଟ […]

Introduction-of-Jio-Phone-3

Introduction-of-Jio-Phone-3

Biswobandita Swain
  • Published: Wednesday, 06 February 2019
  • Updated: 07 February 2019, 11:07 AM IST

Sports

Latest News

ନୂଆଦିଲ୍ଲୀ:(ଓଡ଼ିଶା ରିପୋର୍ଟର) ଗ୍ରାହକଙ୍କ ପାଇଁ ଖୁସି ଖବର। ଖୁବ୍‌ ଶୀଘ୍ର ବଜାରରେ ଲଞ୍ଚ ହେବାକୁ ଯାଉଛି ଜିଓ ଫୋନ୍‌ ୩ ।ଏହି ସ୍ମାର୍ଟଫୋନକୁ ଚଳିତ ବର୍ଷ ଜୁଲାଇ ମାସରେ କମ୍ପାନୀର ବାର୍ଷିକ ସାଧାରଣ ସଭାରେ ଉନ୍ମୋଚନ କରାଯିବ। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, କମ୍ପାନୀ ଚଳିତ ବର୍ଷ ଜୁଲାଇ ମାସରେ ଆଣ୍ଡ୍ରଏଡ ବେସ୍‌ଡ ସ୍ମାର୍ଟଫୋନ ବଜାରକୁ ଆଣିବା ପାଇଁ ଯୋଜନା କରୁଥିବାରୁ ଏହି ଜିଓ ଫୋନ୍‌ ୩ ଖୁବ୍‌ ଶୀଘ୍ର ଲୋକଙ୍କ ପାଖକୁ ଆସିପାରେ।

ରିପୋର୍ଟ ଅନୁଯାୟୀ,ଏହି ସ୍ମାର୍ଟଫୋନରେ ୫ ଇଞ୍ଚର ଟଚସ୍କ୍ରିନ ଡିସପ୍ଲେ ରହିବ। ଫିଜିକାଲ୍ କିବୋର୍ଟ ପରେ ପରେ ଏହା କମ୍ପାନୀର ଏକ ବୃହତ ପରିବର୍ତ୍ତନ ବୋଲି କୁହାଯାଉଛି। ଏଥିସହିତ ଏହି ସ୍ମାର୍ଟଫୋନ ଜିଓଫୋନ୨ ଠାରୁ ବି ମହଙ୍ଗା ହେବ ଏବଂ ଏହାର ଦାମ ପାଖାପାଖି ସାଢେ ୪ ହଜାର ଟଙ୍କା ଭିତରେ ରହିବ । ଯଦି ଖବରଟିରେ କୌଣସି ସତ୍ୟତା ରହିଥାଏ ତେବେ ଉଭୟ ଜିଓଫୋନ ଏବଂ ଜିଓଫୋନ୨ ପରେ ଏହା କମ୍ପାନୀ ତରଫରୁ ଏକ ବଡ ପଦକ୍ଷେପ ହେବ।

ଏଯାବତ୍ କମ୍ପାନୀ କେବଳ ଆଲଫାନ୍ୟୁମେରିକ ଏବଂ QWERTY କିବୋର୍ଡ ବିଶିଷ୍ଟ ଫିଚର ଫୋନଗୁଡିକୁ ବଜାରକୁ ଆଣିଥିବା ବେଳେ ଗୋଟିଏ ବି ସ୍ମାର୍ଟଫୋନ ଆଣିନାହିଁ। ତେବେ କମ୍ପାନୀର ଦୁଇଟି ଫିଚର ଫୋନ ବଜାରରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଛି । ବର୍ତ୍ତମାନ କେତୋଟି ନିର୍ଦ୍ଦିଷ୍ଟ କମ୍ପାନୀ ବଜେଟ୍‌ ସେଗ୍‌ମେଣ୍ଟ୍ ମଧ୍ୟରେ ଆକର୍ଷଣୀୟ ସ୍ମାର୍ଟଫୋନ୍‌ ଉପଲବ୍ଧ କରାଇ ମାର୍କେଟ୍ ଲିଡର ସାଜିଥିବା ବେଳେ ଜିଓଫୋନ୍‌ ୩ ଏମାନଙ୍କୁ କଡ଼ା ଟକ୍କର ଦେବ ବୋଲି ବଜାର ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story