ନୂଆଦିଲ୍ଲୀ: ଆସନ୍ତା ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ପଲ୍ସର ୧୫୦ ଏନ୍ଏସ୍। ଏହାର ଏକ୍ସ-ସୋରୁମ୍ ଦର ରହିଛି ୭୩,୦୦୦। ଏହି ସ୍ପୋର୍ଟ୍ସ ବାଇକ୍ଟି ବଜାଜ୍ ପଲ୍ସ୍ର ୧୫୦ ଡିଟିଏସ୍-ଆଇର ପରବର୍ତ୍ତୀ ସଂସ୍କରଣ। ଏହି ବାଇକ୍ଟି ଭାରତୀୟ ବଜାରରେ ପ୍ରବେଶ କରିବା ପୂର୍ବରୁ ବିଦେଶକୁ ୨୦,୦୦୦ ୟୁନିଟ୍ ରପ୍ତାନୀ କରାଯାଇଛି ବୋଲି ବଜାଜ୍ ଅଟୋ କମ୍ପାନୀ ପକ୍ଷରୁ କୁହାଯାଇଛି।
ଏହି ବାଇକ୍ରେ ନିମ୍ନଲିଖିତ ଅତ୍ୟାଧୁନିକ ସୁବିଧାମାନ ରହିଛି।
Displacement | 149.5 cc |
Maximum Power | 16.8 BHP @ 9500 rpm |
Maximum Torque | 13 NM @ 7500 rpm |
Gearbox | 5-Speed gearbox |
Ground Clearance | 175 mm |
Kerb/Wet Weight | 140 kg |
Fuel Tank Capacity | 12 litres |
Top Speed | 120 kmph |