ଜୁନରେ ୟାମାହାର ବାଇକ୍ ବିକ୍ରି ୨୬% ବଢିଛି

ନୂଆଦିଲ୍ଲୀ: ୟାମାହା ମୋଟର ଇଣ୍ଡିଆ ଜୁନ୍ ମାସରେ ଦେଶରେ ୫୧,୪୩୨ଟି ବାଇକ୍ ବିକ୍ରି କରିଛି। ଆଉ ଏହା ଗତବର୍ଷର ଏହି ମାସ ତୁଳନାରେ ୨୬% ଅଧିକ। ୨୦୧୪ ଜୁନ ମାସରେ କମ୍ପାନୀ ୪୦,୬୬୬ ଟି ବାଇକ୍ ବିକ୍ରି କରିଥିଲା। ସେହିପରି ୨୦୧୫ ଜୁନ ମାସରେ କମ୍ପାନୀ ୧୪,୭୦୮ଟି ବାଇକ୍ ରପ୍ତାନୀ କରିଛି। ଆଉ ଏହା ଗତବର୍ଷ ଜୁନ ମାସ ତୁଳନାରେ ୧୫% ଅଧିକ ରହିଛି। ଗତବର୍ଷ ଜୁନ ମାସରେ କମ୍ପାନୀ ୧୨,୮୧୯ଟି ବାଇକ୍ ରପ୍ତାନୀ କରିଥିଲା।

yamaha

Rakesh Mallick
  • Published: Wednesday, 01 July 2015
  • , Updated: 01 July 2015, 12:47 PM IST

ନୂଆଦିଲ୍ଲୀ: ୟାମାହା ମୋଟର ଇଣ୍ଡିଆ ଜୁନ୍ ମାସରେ ଦେଶରେ ୫୧,୪୩୨ଟି ବାଇକ୍ ବିକ୍ରି କରିଛି। ଆଉ ଏହା ଗତବର୍ଷର ଏହି ମାସ ତୁଳନାରେ ୨୬% ଅଧିକ। ୨୦୧୪ ଜୁନ ମାସରେ କମ୍ପାନୀ ୪୦,୬୬୬ ଟି ବାଇକ୍ ବିକ୍ରି କରିଥିଲା।

ସେହିପରି ୨୦୧୫ ଜୁନ ମାସରେ କମ୍ପାନୀ ୧୪,୭୦୮ଟି ବାଇକ୍ ରପ୍ତାନୀ କରିଛି। ଆଉ ଏହା ଗତବର୍ଷ ଜୁନ ମାସ ତୁଳନାରେ ୧୫% ଅଧିକ ରହିଛି। ଗତବର୍ଷ ଜୁନ ମାସରେ କମ୍ପାନୀ ୧୨,୮୧୯ଟି ବାଇକ୍ ରପ୍ତାନୀ କରିଥିଲା।

Related story