ଖସିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ:ଆଜି ବିଶ୍ୱ ବଜାରରେ ଖସିଛି ସୁନା ଓ ରୂପା ଦର। ଗୁରୁବାର ଦିନ ସୁନା ୧୦ ଗ୍ରାମ ପ୍ରତି ୨୮୫ଟଙ୍କା ହ୍ରାସ ଘଟି ୩୦,୬୫୦ଟଙ୍କାରେ ପହଞ୍ଚିଛି। ସେହିପରି ୪ ଦିନ ଧରି ରୂପାର ଦର ଉଚ୍ଚ ଥିବା ବେଳେ ଆଜି କେଜି ପ୍ରତି ୪୦୦ଟଙ୍କା ହ୍ରାସ ପାଇଛି। ଆଜି ରୂପା ଦର କେଜି ପ୍ରତି ୪୬,୫୦୦ ଟଙ୍କାରେ ପହଞ୍ଚିଛି। ଅଳଙ୍କାର ଦୋକାନ ଓ ଘରୋଇ ଗ୍ରାହକଙ୍କ ଚାହିଦା ବୃଦ୍ଧି ଫଳରେ ସୁନା ଓ ରୂପାର ଦର ବୃଦ୍ଧି […]

gold

Rakesh Mallick
  • Published: Thursday, 14 July 2016
  • , Updated: 14 July 2016, 07:11 PM IST

ନୂଆଦିଲ୍ଲୀ:ଆଜି ବିଶ୍ୱ ବଜାରରେ ଖସିଛି ସୁନା ଓ ରୂପା ଦର। ଗୁରୁବାର ଦିନ ସୁନା ୧୦ ଗ୍ରାମ ପ୍ରତି ୨୮୫ଟଙ୍କା ହ୍ରାସ ଘଟି ୩୦,୬୫୦ଟଙ୍କାରେ ପହଞ୍ଚିଛି।

ସେହିପରି ୪ ଦିନ ଧରି ରୂପାର ଦର ଉଚ୍ଚ ଥିବା ବେଳେ ଆଜି କେଜି ପ୍ରତି ୪୦୦ଟଙ୍କା ହ୍ରାସ ପାଇଛି। ଆଜି ରୂପା ଦର କେଜି ପ୍ରତି ୪୬,୫୦୦ ଟଙ୍କାରେ ପହଞ୍ଚିଛି।

ଅଳଙ୍କାର ଦୋକାନ ଓ ଘରୋଇ ଗ୍ରାହକଙ୍କ ଚାହିଦା ବୃଦ୍ଧି ଫଳରେ ସୁନା ଓ ରୂପାର ଦର ବୃଦ୍ଧି ପାଇଥିଲା।

Related story