ଖସିଲା ସେୟାର ବଜାର; ସେନସେକ୍ସ ୫୦୦ ପଏଣ୍ଟ ହ୍ରାସ

ମୁମ୍ବାଇ: ଖସିଲା ସେୟାର ବଜାର। ଆଜି କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ସୂଚକାଙ୍କ ୫୩୫ ଦଶମିକ ୮୭ ପଏଣ୍ଟକୁ ହ୍ରାସ ପାଇଥିଲା। ସେହିପରି ନିଫଟି ମଧ୍ୟ ୧୬୬ ଦଶମିକ ୪୫ ପଏଣ୍ଟକୁ ହ୍ରାସ ପାଇ ୮ ହଜାର ୨୧୭ ପଏଣ୍ଟକୁ ଖସି ଆସିଥିଲା। ରିୟଲ ଇଷ୍ଟେଟ୍, ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ କାରବାର ମାନ୍ଦାରୁ ଆରମ୍ଭ ହୋଇଛି। ଗ୍ରୀସରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ଯୋଗୁଁ  ଭାରତୀୟ ସେୟାର ବଜାର ପ୍ରଭାବିତ ହୋଇଥିବା […]

sharebazar

sharebazar

Rakesh Mallick
  • Published: Monday, 29 June 2015
  • Updated: 29 June 2015, 05:16 AM IST

Sports

Latest News

ମୁମ୍ବାଇ: ଖସିଲା ସେୟାର ବଜାର। ଆଜି କାରବାର ଆରମ୍ଭ ହେବା ମାତ୍ରେ ସେନସେକ୍ସ ସୂଚକାଙ୍କ ୫୩୫ ଦଶମିକ ୮୭ ପଏଣ୍ଟକୁ ହ୍ରାସ ପାଇଥିଲା। ସେହିପରି ନିଫଟି ମଧ୍ୟ ୧୬୬ ଦଶମିକ ୪୫ ପଏଣ୍ଟକୁ ହ୍ରାସ ପାଇ ୮ ହଜାର ୨୧୭ ପଏଣ୍ଟକୁ ଖସି ଆସିଥିଲା। ରିୟଲ ଇଷ୍ଟେଟ୍, ବ୍ୟାଙ୍କିଙ୍ଗ୍ ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରେ କାରବାର ମାନ୍ଦାରୁ ଆରମ୍ଭ ହୋଇଛି।

ଗ୍ରୀସରେ ସୃଷ୍ଟି ହୋଇଥିବା ଆର୍ଥିକ ସଙ୍କଟ ଯୋଗୁଁ  ଭାରତୀୟ ସେୟାର ବଜାର ପ୍ରଭାବିତ ହୋଇଥିବା କୁହାଯାଉଛି। କେବଳ ଭାରତୀୟ ବଜାର ନୁହଁ, ଏସିଆର ସମଗ୍ର ସେୟାର ବଜାରରେ କାରବାର ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos