ଲାଲଚାନ୍ଦ ଓ ଖିମ୍‌ଜୀରେ ଆୟକର ବିଭାଗର ଚଢ଼ାଉ

ଭୁବନେଶ୍ୱର: ଆଜି ଆୟକର ବିଭାଗ ଭୁବନେଶ୍ୱର ଓ କଟକରେ ଥିବା ଲାଲଚାନ୍ଦ ଗହଣା ଦୋକାନରେ ଚଢ଼ାଉ କରିଛି। ସେହିପରି ରାଉରକେଲାସ୍ଥିତ ଖିମଜୀରେ ମଧ୍ୟ ଚାଢ଼ାଉ କରାଯାଇଛି।

Income-Tax-Highway-Sign-Image-960x645

Rakesh Mallick
  • Published: Friday, 11 November 2016
  • , Updated: 12 November 2016, 07:00 AM IST

ଭୁବନେଶ୍ୱର: ଆଜି ଆୟକର ବିଭାଗ ଭୁବନେଶ୍ୱର ଓ କଟକରେ ଥିବା ଲାଲଚାନ୍ଦ ଗହଣା ଦୋକାନରେ ଚଢ଼ାଉ କରିଛି। ସେହିପରି ରାଉରକେଲାସ୍ଥିତ ଖିମଜୀରେ ମଧ୍ୟ ଚାଢ଼ାଉ କରାଯାଇଛି।

Related story