ଭାରତୀୟ ବଜାରରେ ପ୍ରବେଶ କଲା Lenovo CG Slate Tablet

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିଛି Lenovo CG Slate Tablet। ଖାସ୍ କରି କୋମଳମତି ଶିଶୁଙ୍କ ପାଇଁ ପ୍ରସ୍ତୁତି ଏହି ଟ୍ୟାବ୍‌କରିଛି ବିଶ୍ୱସ୍ତରୀୟ ପିସି ଓ ସ୍ମାର୍ଟଫୋନ୍‌ ନିର୍ମାତା ଲେନୋଭୋ।  ଏହାର ଦର ରହିଛି ୮,୪୯୯ ଟଙ୍କା। ଏହି ଟ୍ୟାବ୍‌ରେ ବହୁ ଗୁରୁତ୍ୱପୁର୍ଣ୍ଣ ପାଠ୍ୟ ଖସଡା, ବୁକ୍ସ ଆପ୍‌ ଓ ଏନ୍‌ସିଇଆରଟି ଆପ୍‌ ପ୍ରି-ଇନ୍‌ଷ୍ଟାଲ୍‌ ରହିଛି। ଏହି ଟ୍ୟାବ୍‌ରେ 7.00-inch ର Display ରହିଥିବା ବେଳେ ଏଥିରେ 1024×600 pixels […]

lenovo_cg_slate_1_press

lenovo_cg_slate_1_press

Rakesh Mallick
  • Published: Tuesday, 05 July 2016
  • Updated: 05 July 2016, 06:03 PM IST

Sports

Latest News

ନୂଆଦିଲ୍ଲୀ: ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିଛି Lenovo CG Slate Tabletଖାସ୍ କରି କୋମଳମତି ଶିଶୁଙ୍କ ପାଇଁ ପ୍ରସ୍ତୁତି ଏହି ଟ୍ୟାବ୍‌କରିଛି ବିଶ୍ୱସ୍ତରୀୟ ପିସି ଓ ସ୍ମାର୍ଟଫୋନ୍‌ ନିର୍ମାତା ଲେନୋଭୋ।  ଏହାର ଦର ରହିଛି ୮,୪୯୯ ଟଙ୍କା।

ଏହି ଟ୍ୟାବ୍‌ରେ ବହୁ ଗୁରୁତ୍ୱପୁର୍ଣ୍ଣ ପାଠ୍ୟ ଖସଡା, ବୁକ୍ସ ଆପ୍‌ ଓ ଏନ୍‌ସିଇଆରଟି ଆପ୍‌ ପ୍ରି-ଇନ୍‌ଷ୍ଟାଲ୍‌ ରହିଛି।

ଏହି ଟ୍ୟାବ୍ରେ 7.00-inchDisplay ରହିଥିବା ବେଳେ ଏଥିରେ 1024x600 pixelsResolution ରହିଛି। ସେହିପରି 1.3GHz ର Processor, 0.3-megapixelର Front Camera,1GBର RAM, Android 5.0ର OS, 8GBର storage, 2-megapixel ର Rear Camera ଓ 3450mAhର  Battery capacity ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos