Ideapad 110ର ବଜାର ପ୍ରବେଶ

ବେଙ୍ଗାଲୁରୁ: ଭାରତୀୟ ବଜାରରେ ପ୍ରବେଶ କରିଛି ଚୀନର ଅଗ୍ରଣୀ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Lenovoର ନୂଆ ଲାପଟପ୍‌ Ideapad 110। ଭାରତୀୟ ବଜାରର ଏହି କମ୍ପାନୀର ଲାପ୍‌ଟପ୍‌ର ଚାହିଦା ଥିବାରୁ ଏହି ନୂଆ ଲାପିକୁ ବଜାର ପ୍ରବେଶ କରାଇଛି। ଏହାର ଦର ରହିଛି ୨୦,୪୯୦ ଟଙ୍କା। ଏହା କମ୍ପାନୀର ନିଜସ୍ୱ ୱେବସାଇଟ୍‌ ଓ ବିଭିନ୍ନ ଇ-କମର୍ସ ସାଇଟ୍‌ରେ ଆଜିଠାରୁ ଉପଲବ୍ଧ ହୋଇଛି। ଏଥିରେ Intel’s latest Celeron Dual Core and Pentium Quad Core processor […]

lenovo-laptop-ideapad-110-17-acl-hero

Rakesh Mallick
  • Published: Wednesday, 20 July 2016
  • , Updated: 20 July 2016, 07:08 PM IST

ବେଙ୍ଗାଲୁରୁ: ଭାରତୀୟ ବଜାରରେ ପ୍ରବେଶ କରିଛି ଚୀନର ଅଗ୍ରଣୀ ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ Lenovoର ନୂଆ ଲାପଟପ୍‌ Ideapad 110। ଭାରତୀୟ ବଜାରର ଏହି କମ୍ପାନୀର ଲାପ୍‌ଟପ୍‌ର ଚାହିଦା ଥିବାରୁ ଏହି ନୂଆ ଲାପିକୁ ବଜାର ପ୍ରବେଶ କରାଇଛି। ଏହାର ଦର ରହିଛି ୨୦,୪୯୦ ଟଙ୍କା। ଏହା କମ୍ପାନୀର ନିଜସ୍ୱ ୱେବସାଇଟ୍‌ ଓ ବିଭିନ୍ନ ଇ-କମର୍ସ ସାଇଟ୍‌ରେ ଆଜିଠାରୁ ଉପଲବ୍ଧ ହୋଇଛି।

ଏଥିରେ Intel's latest Celeron Dual Core and Pentium Quad Core processor ରହିଛି। ଏହାସହ ୧୮୦ ଡିଗ୍ରୀରେ ଏହାର ସ୍କ୍ରିନ ବୁଲିପାରୁଛି। ଏଥିରେ ଡିଭିଡି ଓ ସିଡି ରମ୍‌ ରହିଛି। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ଅତ୍ୟାଧୁନିକ ସୁବିଧା ରହିଛି।

Lenovo Indiaର ମାର୍କେଟିଂ ନିର୍ଦ୍ଦେଶକ କହିଛନ୍ତି,“କମ୍‌ ଦାମ ମଧ୍ୟରେ ଭରତୀୟ ଗରାଖଙ୍କୁ ଭଲ ଲାପ୍‌ଟପ୍‌ ବିକ୍ରି କରିବାକୁ କମ୍ପାନୀ ନିଷ୍ପତ୍ତି ନେଇଛି। ଏହା ନିଶ୍ଚିତ ଭାବେ ଗ୍ରହଣୀୟ ହେବ ବୋଲି ମୁଁ ଆଶା କରୁଛି।”

Related story