ବଜାର ପ୍ରବେଶ କଲା ଏଲ୍‌ଜିର ଅଲ୍ଟ୍ରାଲାଇଟ୍‌ ୧୪ଇଞ୍ଚ ଲାପଟପ୍‌

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ମଙ୍ଗଳବାର ତା’ର ଅଲ୍ଟ୍ରାଲାଇଟ୍‌ ଲାପ୍‌ଟପ୍‌ “ଗ୍ରାମ ପିସି”କୁ ବଜାର ପ୍ରବେଶ କରାଇଛି। ଏହି ୧୪-ଇଞ୍ଚ ବିଶିଷ୍ଟ ଲାପ୍‌ଟପ୍‌ଟି ସବୁ ଇ-କମର୍ସ ସାଇଟ୍‌ ଓ କମ୍ପାନୀର ନିଜସ୍ୱ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ଏହାର ଦର ରହିଛି ୯୪,୯୯୦ଟଙ୍କା। 14-Inch ବିଶିଷ୍ଟ ଏହି ଲାପଟପ୍‌ରେ 8GB RAM ଓ  256GBର Storage ରହିଥିବା ବେଳେ ଏଥିରେ 6th Gen Intel Cor Processer ସହ Windows 10 ସୁବିଧା ରହିଛି। ଏଲ୍‌ଜି […]

lg-laptop

Rakesh Mallick
  • Published: Tuesday, 31 May 2016
  • , Updated: 31 May 2016, 01:37 PM IST

ନୂଆଦିଲ୍ଲୀ: ଦକ୍ଷିଣ କୋରିଆ କମ୍ପାନୀ ଏଲ୍‌ଜି ଇଲେକ୍ଟ୍ରୋନିକ୍ସ ମଙ୍ଗଳବାର ତା’ର ଅଲ୍ଟ୍ରାଲାଇଟ୍‌ ଲାପ୍‌ଟପ୍‌ “ଗ୍ରାମ ପିସି”କୁ ବଜାର ପ୍ରବେଶ କରାଇଛି। ଏହି ୧୪-ଇଞ୍ଚ ବିଶିଷ୍ଟ ଲାପ୍‌ଟପ୍‌ଟି ସବୁ ଇ-କମର୍ସ ସାଇଟ୍‌ ଓ କମ୍ପାନୀର ନିଜସ୍ୱ ୱେବ୍‌ସାଇଟ୍‌ରେ ଉପଲବ୍ଧ ହେଉଛି। ଏହାର ଦର ରହିଛି ୯୪,୯୯୦ଟଙ୍କା।

14-Inch ବିଶିଷ୍ଟ ଏହି ଲାପଟପ୍‌ରେ 8GB RAM ଓ  256GBର Storage ରହିଥିବା ବେଳେ ଏଥିରେ 6th Gen Intel Cor Processer ସହ Windows 10 ସୁବିଧା ରହିଛି।

ଏଲ୍‌ଜି ଇଣ୍ଡିଆ ଆଇଟି ପ୍ରଡକ୍‌ସ ମୁଖ୍ୟ ସଞ୍ଜୟ ମିତ୍ତଲ କହିଛନ୍ତି,“ଏହି ଲାପ୍‌ଟପ୍‌ଟିରେ ବହୁତ ଅତ୍ୟାଧୁନିକ ସୁବିଧା ରହିଛି। ଆମେ ଆଶା କରୁଛୁ ଏହା ଭାରତୀୟଙ୍କୁ ପସନ୍ଦ ହେବ।”

Related story