ଲିଟର ପିଛା ପେଟ୍ରୋଲ  ୨ଟଙ୍କା ଓ ଡିଜେଲ ୫୦ ପଇସା କମିଲା: ଆଜି ମଧ୍ୟରାତିରୁ ଲାଗୁ ହେବ ନୂଆଦର

ନୂଆଦିଲ୍ଲୀ: ପୁଣି କମିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ଦୁଇ ଟଙ୍କା ଓ ଡିଜେଲ ୫୦ ପଇସା ଶସ୍ତା ହୋଇଛି।  ଆଜି ମଧ୍ୟ ରାତିରୁ ନୂଆ ଦର ଲାଗୁ ହେବ। ଗତ ଅଗଷ୍ଟ ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୨୭ ପଇସା ଓ ଡିଜେଲ୍ ୧ ଟଙ୍କା ୧୭ ପଇସା ହ୍ରାସ ପାଇଥିଲା। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ତୈଳ କଂପାନିଗୁଡ଼ିକ […]

petrol

petrol

Rakesh Mallick
  • Published: Monday, 31 August 2015
  • Updated: 31 August 2015, 01:56 PM IST

Sports

Latest News

ନୂଆଦିଲ୍ଲୀ: ପୁଣି କମିଲା ତୈଳ ଦର। ପେଟ୍ରୋଲ ଲିଟର ପିଛା ଦୁଇ ଟଙ୍କା ଓ ଡିଜେଲ ୫୦ ପଇସା ଶସ୍ତା ହୋଇଛି।  ଆଜି ମଧ୍ୟ ରାତିରୁ ନୂଆ ଦର ଲାଗୁ ହେବ। ଗତ ଅଗଷ୍ଟ ୧୫ ତାରିଖରେ ପେଟ୍ରୋଲ ଲିଟର ପିଛା ୧ ଟଙ୍କା ୨୭ ପଇସା ଓ ଡିଜେଲ୍ ୧ ଟଙ୍କା ୧୭ ପଇସା ହ୍ରାସ ପାଇଥିଲା। ବିଶ୍ୱ ଅର୍ଥନୀତିରେ ମାନ୍ଦାବସ୍ଥା ଯୋଗୁଁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ପାଇଥିବାରୁ ତୈଳ କଂପାନିଗୁଡ଼ିକ ଦର୍ କମାଇଛନ୍ତି। ପୂର୍ବରୁ ଅଗଷ୍ଟ ପହିଲାରେ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୪୩ ଓ ଡିଜେଲ୍ ୩ ଟଙ୍କା ୬୦ ପଇସା ହ୍ରାସ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story