ଭାରତୀୟ ବଜାରର ପ୍ରବେଶ କଲା Mahindra XUV500

ନୂଆଦିଲ୍ଲୀ: ଭାରତୀୟ ବଜାରେ ଆଜି ପ୍ରବେଶ କରିଛି Mahindra XUV500 Atomatic। ଏହାର ଦର ରହିଛି ୧୪.୫୧ ଲକ୍ଷ ଟଙ୍କା। ଏହି କାରଟି W6, W8 and W10 trims in front-wheel-drive ପ୍ରକାରରେ ଉପଲବ୍ଧ ହୋଇଛି। ଏହି ତିନିଟି ପ୍ରକାରର ମଡେଲ୍‌ର ଦର ୧୫.୯୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୭.୩୨ ଲକ୍ଷ ରହିଛି। ଏହାସହ ଏହି କାର୍‌ରେ ୧.୯୯ ଲିଟର ବିଶିଷ୍ଟ ଡିଜେଲ୍‌ ଓ ପଟ୍ରୋଲ ଟାଙ୍କି ରହିଛି। ଏହାସହ ଅନ୍ୟ କାର କରି ଏଥିରେ ବହୁ […]

mahindra0

Rakesh Mallick
  • Published: Tuesday, 14 June 2016
  • , Updated: 15 June 2016, 09:45 AM IST

ନୂଆଦିଲ୍ଲୀ: ଭାରତୀୟ ବଜାରେ ଆଜି ପ୍ରବେଶ କରିଛି Mahindra XUV500 Atomatic। ଏହାର ଦର ରହିଛି ୧୪.୫୧ ଲକ୍ଷ ଟଙ୍କା। ଏହି କାରଟି W6, W8 and W10 trims in front-wheel-drive ପ୍ରକାରରେ ଉପଲବ୍ଧ ହୋଇଛି। ଏହି ତିନିଟି ପ୍ରକାରର ମଡେଲ୍‌ର ଦର ୧୫.୯୪ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୭.୩୨ ଲକ୍ଷ ରହିଛି।

ଏହାସହ ଏହି କାର୍‌ରେ ୧.୯୯ ଲିଟର ବିଶିଷ୍ଟ ଡିଜେଲ୍‌ ଓ ପଟ୍ରୋଲ ଟାଙ୍କି ରହିଛି। ଏହାସହ ଅନ୍ୟ କାର କରି ଏଥିରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଏଥିରେ 1997 cc, Diesel, 140 bhp @ 3750 RPM power Engines ଥବା ବେଳେ ଅନ୍ୟ ଭାଇରାଣ୍ଟରେ 2179 cc, Diesel, 140 bhp @ 3750 RPM power ଇଞ୍ଜିନ ରହିଛି।ସେହି ପରି ସମସ୍ତ ଭାରିଆଣ୍ଟରେ Seating Capacity 7 seater ରହିଥିବା ବେଳେ Power steering ସୁବିଧା ମଧ୍ୟ ରହିଛି।

Related story