ଡିସେମ୍ବରରେ ଭୁବନେଶ୍ୱରରେ ହେବ ‘ମେକ୍ ଇନ୍ ଇଣ୍ଡିଆ’ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱରରେ ହେବ ‘ମେକ୍ ଇନ୍ ଇଣ୍ଡିଆ’ ସମ୍ମିଳନୀ। ଡିସେମ୍ବର ୧ ଓ ୨ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ‘ମେକ୍ ଇନ୍ ଓଡ଼ିଶା’ ଉପରେ ପ୍ରାଥମିକତା ଦିଆଯିବ। ଏହା ମାଧ୍ୟମରେ ରାଜ୍ୟରେ ନୂଆ ଶିଳ୍ପ ଓ ନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି। ଆଜି ଏହି ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

make india

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 12:22 PM IST

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱରରେ ହେବ ‘ମେକ୍ ଇନ୍ ଇଣ୍ଡିଆ’ ସମ୍ମିଳନୀ। ଡିସେମ୍ବର ୧ ଓ ୨ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ‘ମେକ୍ ଇନ୍ ଓଡ଼ିଶା’ ଉପରେ ପ୍ରାଥମିକତା ଦିଆଯିବ। ଏହା ମାଧ୍ୟମରେ ରାଜ୍ୟରେ ନୂଆ ଶିଳ୍ପ ଓ ନିବେଶକୁ ଆକୃଷ୍ଟ କରିବା ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି।

ଆଜି ଏହି ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

Related story