Mazda MX5କୁ ମିଳିଲା ‘ୱାର୍ଲ୍ଡ କାର୍ ଅଫ୍ ଦ ଇୟର୍’ ପୁରସ୍କାର

ନୂଆଦିଲ୍ଲୀ: ଜାପାନୀ ଅଟୋ କମ୍ପାନୀ ମାଜଦା ମୋଟର କର୍ପୋରେସନ୍‌ର ସ୍ପୋଟ୍ସ୍ କାର୍ Mx5କୁ ନ୍ୟୁୟର୍କ ଅଟୋ ଶୋରେ ‘ୱାଲର୍ଡ କାର୍ ଅଫ୍ ଦ ଇୟର୍’ ପୁରସ୍କାର ଦିଆଯାଇଛି। ଏହି ଦମ୍‌ଦାର କାର୍‌ ଜାପାନରେ ରୋଡ୍‌ଷ୍ଟାର ନାମରେ ପରିଚିତ। Audi A4  ଓ Mercedes-Benz glcକୁ ପଛରେ ପକାଇ ଏହି କାର୍ ପ୍ରଥମ ସ୍ଥାନ ଅଧିକାର କରିଛି। କେବଳ ଏତିକି ନୁହଁ  ମାଜଦା MX5କୁ ୨୦୧୬ ପାଇଁ ’ୱାଲର୍ଡ କାର୍ ଡିଜାଇନ୍’ର ମଧ୍ୟ ପୁରସ୍କାର ମିଳିଛି। ସେହିପରି ଟୋୟୋଟା […]

mazda_

Rakesh Mallick
  • Published: Monday, 28 March 2016
  • , Updated: 28 March 2016, 01:35 PM IST

ନୂଆଦିଲ୍ଲୀ: ଜାପାନୀ ଅଟୋ କମ୍ପାନୀ ମାଜଦା ମୋଟର କର୍ପୋରେସନ୍‌ର ସ୍ପୋଟ୍ସ୍ କାର୍ Mx5କୁ ନ୍ୟୁୟର୍କ ଅଟୋ ଶୋରେ ‘ୱାଲର୍ଡ କାର୍ ଅଫ୍ ଦ ଇୟର୍’ ପୁରସ୍କାର ଦିଆଯାଇଛି। ଏହି ଦମ୍‌ଦାର କାର୍‌ ଜାପାନରେ ରୋଡ୍‌ଷ୍ଟାର ନାମରେ ପରିଚିତ।

Audi A4  ଓ Mercedes-Benz glcକୁ ପଛରେ ପକାଇ ଏହି କାର୍ ପ୍ରଥମ ସ୍ଥାନ ଅଧିକାର କରିଛି। କେବଳ ଏତିକି ନୁହଁ  ମାଜଦା MX5କୁ ୨୦୧୬ ପାଇଁ ’ୱାଲର୍ଡ କାର୍ ଡିଜାଇନ୍’ର ମଧ୍ୟ ପୁରସ୍କାର ମିଳିଛି।

ସେହିପରି ଟୋୟୋଟା ମୋଟର କର୍ପୋରେସନ୍‌ର Mirai(Hydrogen Fuel cell)କାର୍‌କୁ ‘ୱାର୍ଲ୍ଡ ଗ୍ରୀନ୍ କାର୍’ ପୁରସ୍କାର ମିଳିଛି।

ସୂଚନାଯୋଗ୍ୟ ମାଜଦା MX5 ୨୦୧୧ ପରେ  ୱାର୍ଲ୍ଡ କାର୍ ପୁରସ୍କାର ପାଇFgବା ପ୍ରଥମ ଜାପାନୀ କାର୍। ୨୦୧୧ରେ ନିସାନ ମୋଟର କମ୍ପାନୀର ଲିଫ୍ ଇଲେଟ୍ରିକ୍‌ କାର୍‌କୁ ଏହି ପୁରସ୍କାର ମିଳିଥିଲା।

Related story