ବଜାରକୁ ଆସିଲା  Mercedes GLS 400 SUV

ନୂଆଦିଲ୍ଲୀ: ଜର୍ମାନର କାର ନିର୍ମାତା କମ୍ପାନୀ Mercedes- Benz ଆଜି ତାର SUV ‘GLS 400 4MATICକୁ ବଜାରକୁ ପ୍ରବେଶ କରିଛି। ଦିଲ୍ଲୀର ଏକ୍ସ ଶୋ’ରୁମ୍‌ ଦର ରହିଛି ୮୨.୯୦ ଲକ୍ଷ ଟଙ୍କା। ଏହା ପେଟ୍ରୋଲ ଓ ଡିଜେଲ variantରେ ବଜାରରେ ପ୍ରବେଶ କରିଛି।

mercedes

Rakesh Mallick
  • Published: Wednesday, 07 September 2016
  • , Updated: 07 September 2016, 06:05 PM IST

ନୂଆଦିଲ୍ଲୀ: ଜର୍ମାନର କାର ନିର୍ମାତା କମ୍ପାନୀ Mercedes- Benz ଆଜି ତାର SUV 'GLS 400 4MATICକୁ ବଜାରକୁ ପ୍ରବେଶ କରିଛି। ଦିଲ୍ଲୀର ଏକ୍ସ ଶୋ’ରୁମ୍‌ ଦର ରହିଛି ୮୨.୯୦ ଲକ୍ଷ ଟଙ୍କା। ଏହା ପେଟ୍ରୋଲ ଓ ଡିଜେଲ variantରେ ବଜାରରେ ପ୍ରବେଶ କରିଛି।

Related story