ସ୍ମାର୍ଟଫୋନ୍‌ ଦୁନିଆକୁ ଆସିଲା କାନ୍‌ଭାସ୍‌-୬ ଓ କାନ୍‌ଭାସ୍-୬ ପ୍ରୋ

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସର ଏକାଧିକ ସ୍ମାର୍ଟଫୋନ୍‌, ସ୍ମାର୍ଟୱାଚ୍‌, ଟ୍ୟାବଲେଟ୍ ଓ ନୂଆ ଟେଲିଭିଜନ ବୁଧବାର ଦିନ ଭାରତୀୟ ବଜାରରେ ପ୍ରବେଶ କରିଛି। କମ୍ପାନୀର ନୂଆ ଲୋଗୋ ଉନ୍ମୋଚନ ଅବସରରେ ବଜାରକୁ ଛଡାଯାଇଥିବା ମୋଟ୍‌ ୧୯ଟି ଉତ୍ପାଦ ମଧ୍ୟରେ ୧୫ଟି ସ୍ମାଟ୍‌ଫୋନ୍‌ ରହିଛି। ଏହି କମ୍ପାନୀର ଏହି ଦୁଇ ନୂଆ ସ୍ମାର୍ଟଫୋନ୍‌ ହେଲା କାନ୍‌ଭାସ ୬ ଓ କାନ୍‌ଭାସ୍‌ ୬ ପ୍ରୋ। ୧୩,୯୯୯ ଟଙ୍କାରେ ଦୁଇଟି ଭାରତୀୟ ବଜାରରେ ଉପଲବ୍ଧ ହେଉଛି। କାନ୍‌ଭାସ୍‌ ୬ ସ୍ମାର୍ଟଫୋନ୍‌ରେ […]

micromax_canvas_6_three_sides

Rakesh Mallick
  • Published: Wednesday, 13 April 2016
  • , Updated: 13 April 2016, 01:07 PM IST

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ନିର୍ମାତା କମ୍ପାନୀ ମାଇକ୍ରୋମ୍ୟାକ୍ସର ଏକାଧିକ ସ୍ମାର୍ଟଫୋନ୍‌, ସ୍ମାର୍ଟୱାଚ୍‌, ଟ୍ୟାବଲେଟ୍ ଓ ନୂଆ ଟେଲିଭିଜନ ବୁଧବାର ଦିନ ଭାରତୀୟ ବଜାରରେ ପ୍ରବେଶ କରିଛି। କମ୍ପାନୀର ନୂଆ ଲୋଗୋ ଉନ୍ମୋଚନ ଅବସରରେ ବଜାରକୁ ଛଡାଯାଇଥିବା ମୋଟ୍‌ ୧୯ଟି ଉତ୍ପାଦ ମଧ୍ୟରେ ୧୫ଟି ସ୍ମାଟ୍‌ଫୋନ୍‌ ରହିଛି। ଏହି କମ୍ପାନୀର ଏହି ଦୁଇ ନୂଆ ସ୍ମାର୍ଟଫୋନ୍‌ ହେଲା କାନ୍‌ଭାସ ୬ ଓ କାନ୍‌ଭାସ୍‌ ୬ ପ୍ରୋ। ୧୩,୯୯୯ ଟଙ୍କାରେ ଦୁଇଟି ଭାରତୀୟ ବଜାରରେ ଉପଲବ୍ଧ ହେଉଛି।

କାନ୍‌ଭାସ୍‌ ୬ ସ୍ମାର୍ଟଫୋନ୍‌ରେ  5.5-inch Full HD display, 64-bit MediaTek MT6795m SoC,  Tru Octa-core 2.0GHz chipset, 3GB RAM and 32GB internal storage ରହିଛି। ଏହାସହ 13MP Back camera ଓ 8MP Frontfacing camera ରହିଛି। ଏହାସହ ଏଥିରେ  3000mAh battery ଓ fingerprint scanner ରହିଛି।

କାନ୍‌ଭାସ୍‌ ୬ ପ୍ରୋ ସ୍ମାର୍ଟଫୋନ୍‌ରେ  5.5-inch Full HD display, 64-bit MediaTek MT6795m, Tru Octa-core 2.0GHz SoC, 4GB RAM and 16GB of internal storage ରହିଛି। ଏହାସହ ଏଥିରେ 13MP Back camera ଓ 5MP Front facing camera ରହିଛି।

ଆଜି କମ୍ପାନୀ ପକ୍ଷରୁ  Micromax Bolt Supreme, Bolt Supreme 2, Bolt Q381, Canvas Spark 2+, Canvas Evok, Canvas Mega 2 ଓ Canvas Unite 4 ମଧ୍ୟ ବଜାରକୁ ଛଡାଯାଇଛି। ଏହି ସ୍ମାର୍ଟଫୋନ୍‌ ଗୁଡିକ ବିଭିନ୍ନ ଇକମର୍ସ ସାଇଟ୍ ସହ ଲୋକାଲ୍‌ ଷ୍ଟୋରରେ ଉପଲବ୍ଧ ହେବ।

Related story