ସେପ୍ଟେମ୍ବରରେ ଆସିବ 'Moto E3

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ ‘Moto E3। ଗତମାସରେ Mato z ଓ Moto Z Force ବଜାର ପ୍ରବେଶ ନେଇ ସୂଚନା ଦିଆଯାଇଥିବା ବେଳେ ଆଜି ଏହି ନିଷ୍ପତ୍ତି ନେଇଛି Motorala । ଏହି ସ୍ମାର୍ଟ ଫୋନ୍‌ର ଦର ରହିଛି ୧୦,୦୦୦ ଟଙ୍କା। ଏହି ଫୋନ୍‌ର ବଜାର ପ୍ରବେଶ ନେଇ ପୂର୍ବରୁ ଅନୁମାନ କରାଯାଉଥିଲା। ଏହି ସ୍ମାର୍ଟ ଫୋନ୍‌ରେ five-inch 720p display, ‍Quad-core CPU, Android 6.0 Marshmallow OS, […]

moto-e3

Rakesh Mallick
  • Published: Thursday, 21 July 2016
  • , Updated: 21 July 2016, 06:21 PM IST

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଭାରତୀୟ ବଜାରରେ ପ୍ରବେଶ କରିବ 'Moto E3। ଗତମାସରେ Mato z ଓ Moto Z Force ବଜାର ପ୍ରବେଶ ନେଇ ସୂଚନା ଦିଆଯାଇଥିବା ବେଳେ ଆଜି ଏହି ନିଷ୍ପତ୍ତି ନେଇଛି Motorala । ଏହି ସ୍ମାର୍ଟ ଫୋନ୍‌ର ଦର ରହିଛି ୧୦,୦୦୦ ଟଙ୍କା। ଏହି ଫୋନ୍‌ର ବଜାର ପ୍ରବେଶ ନେଇ ପୂର୍ବରୁ ଅନୁମାନ କରାଯାଉଥିଲା।

ଏହି ସ୍ମାର୍ଟ ଫୋନ୍‌ରେ five-inch 720p display, ‍Quad-core CPU, Android 6.0 Marshmallow OS, 2,800mAh battery, 3G and 4G Support, 8MP rear camera ଓ 5MP front camera ସହ ବହୁ ଅତ୍ୟାଧୁନିକ ସୁବିଧା ରହିଛି।

Related story