ଏମ୍‌ଏସ୍‌ଏମ୍‌ଇ ବିକାଶରେ ହିଁ ଦେଶର ବିକାଶ: ରଘୁରାମ ରାଜନ

ଭୁବନେଶ୍ୱର:  “ଏମ୍‌ଏସ୍‌ଏମ୍‌ଇ ବିକାଶ ହେଲେ ହିଁ ଦେଶର ବିକାଶ ହୋଇପାରିବ। ଏଥିପାଇଁ ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଅଧିକ ନିବେଶର ସୁଯୋଗ ରହିବା ଦରକାର। ଏହି କ୍ଷେତ୍ରରେ ଅଧିକ ନିଯୁକ୍ତିର ସୁଯୋଗ ରହିଛି।” ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଭାରତ:ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ.ଜି ରାଜନ। ସେହିପରି ସରକାରୀ ସ୍ତରରେ ଏମ୍‌ଏସ୍‌ଏମ୍‌ଇ ପ୍ରାଇଁ ପ୍ରୋତ୍ସାହନ ଦିଆଯିବା ସାଙ୍ଗକୁ ଋଣ ଓ ମାର୍କେଟିଂ […]

rajan

Rakesh Mallick
  • Published: Saturday, 21 May 2016
  • , Updated: 21 May 2016, 02:19 PM IST

ଭୁବନେଶ୍ୱର:  “ଏମ୍‌ଏସ୍‌ଏମ୍‌ଇ ବିକାଶ ହେଲେ ହିଁ ଦେଶର ବିକାଶ ହୋଇପାରିବ। ଏଥିପାଇଁ ଦେଶରେ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ଅଧିକ ନିବେଶର ସୁଯୋଗ ରହିବା ଦରକାର। ଏହି କ୍ଷେତ୍ରରେ ଅଧିକ ନିଯୁକ୍ତିର ସୁଯୋଗ ରହିଛି।”

ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ‘ଭାରତ:ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ରଘୁରାମ.ଜି ରାଜନ। ସେହିପରି ସରକାରୀ ସ୍ତରରେ ଏମ୍‌ଏସ୍‌ଏମ୍‌ଇ ପ୍ରାଇଁ ପ୍ରୋତ୍ସାହନ ଦିଆଯିବା ସାଙ୍ଗକୁ ଋଣ ଓ ମାର୍କେଟିଂ ସୁବିଧା ଦିଆଯିବା ଆବଶ୍ୟକ ବୋଲି ସେ ମତ ରଖିଛନ୍ତି। ଏହି ଆଲୋଚନାଚକ୍ରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟଶାସନ ସଚିବ, ସଚିବ ଓ ଉନ୍ନୟନ କମିଶନର ପ୍ରମୁଖ ଉପସ୍ଥିତ ଥିଲେ। ଏହାପୂର୍ବରୁ ରାଜନ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।

Related story