ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ଟାଟା ଷ୍ଟିଲ୍ ଏମ୍‌ଡି

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ୍ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରିଛନ୍ତି। ଏ ଅବସରରେ କଳିଙ୍ଗ ନଗର ପ୍ରକଳ୍ପ ଏବଂ ଗୋପାଳପୁର ପ୍ରକଳ୍ପ ନେଇ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ୧୦ ବର୍ଷ ପରେ କଳିଙ୍ଗନଗର ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏହା କିଭଳି ଅଧିକ କାର୍ଯ୍ୟକ୍ଷମ ଏବଂ ଉତ୍ପାଦନକ୍ଷମ ହୋଇପାରିବ ସେଥିପାଇଁ ଆଲୋଚନା କରିଛନ୍ତି। ତେବେ ଆସନ୍ତା ବର୍ଷ କଳିଙ୍ଗ ନଗର  ପ୍ରକଳ୍ପରୁ  ୩ ମିଲିୟନ୍ ଉତ୍ପାଦନ ଲକ୍ଷ୍ୟ […]

tata

Rakesh Mallick
  • Published: Friday, 12 February 2016
  • , Updated: 12 February 2016, 05:25 AM IST

ଭୁବନେଶ୍ୱର: ଟାଟା ଷ୍ଟିଲ୍ ଏମଡି ଟିଭି ନରେନ୍ଦ୍ରନ୍ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢୀଙ୍କୁ ସାକ୍ଷାତ କରିଛନ୍ତି। ଏ ଅବସରରେ କଳିଙ୍ଗ ନଗର ପ୍ରକଳ୍ପ ଏବଂ ଗୋପାଳପୁର ପ୍ରକଳ୍ପ ନେଇ ଶାସନ ସଚିବଙ୍କ ସହ ଆଲୋଚନା କରିଛନ୍ତି। ୧୦ ବର୍ଷ ପରେ କଳିଙ୍ଗନଗର ପ୍ରକଳ୍ପ ଆରମ୍ଭ ହୋଇଥିବା ବେଳେ ଏହା କିଭଳି ଅଧିକ କାର୍ଯ୍ୟକ୍ଷମ ଏବଂ ଉତ୍ପାଦନକ୍ଷମ ହୋଇପାରିବ ସେଥିପାଇଁ ଆଲୋଚନା କରିଛନ୍ତି। ତେବେ ଆସନ୍ତା ବର୍ଷ କଳିଙ୍ଗ ନଗର  ପ୍ରକଳ୍ପରୁ  ୩ ମିଲିୟନ୍ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି। ଗୋପାଳପୁର ପ୍ରକଳ୍ପରେ ବିଦେଶୀ ପୁଞ୍ଜି ନିବେଶ ବୃଦ୍ଧି ପାଇଁ ସରକାରଙ୍କ ସହ ଟାଟା ଷ୍ଟିଲ୍ ଏମଡ଼ି ଆଲୋଚନା କରିଛନ୍ତି।

Related story