ନବରଙ୍ଗପୁର: ଏସବିଆଇ ମୁଖ୍ୟ ଶାଖାରେ ଇ-କର୍ଣ୍ଣର ଉଦଘାଟିତ

ନବରଙ୍ଗପୁର: ନବରଙ୍ଗପୁର ଏସବିଆଇ ମୁଖ୍ୟ ଶାଖା ନିକଟରେ  ଏକ ଇ-କର୍ଣ୍ଣର ଉଦଘାଟିତ ହୋଇଯାଇଛି। ଏହାକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ରଶ୍ମିତା ପଣ୍ଡା। ଏହି ଇ-କର୍ଣ୍ଣର ଜରିଆରେ ଲୋକେ ଟଙ୍କା ଜମା କରିବା ତଥା ଉଠାଣ, ପାସବୁକ୍ ଅପଡେଟ୍ ଓ ଇଣ୍ଟରନେଟ୍ ବ୍ୟାଙ୍କି ଆଦିର ସୁବିଧା ୨୪ ଘଣ୍ଟା ଧରି ପାଇପାରିବେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶାଖା ପରିଚାଳକ ଏମ ଦୁର୍ଗାପ୍ରସାଦ ଓ ବିଭୁତି ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

sbi-e-corner

Rakesh Mallick
  • Published: Wednesday, 26 August 2015
  • , Updated: 26 August 2015, 05:24 PM IST

Related story