ବଜାରକୁ ଆସିବ ନୂଆ ୫୦ ଓ ୨୦ ଟଙ୍କିଆ ନୋଟ୍‌

ଭୁବନେଶ୍ୱର: ୨୦୦୦ ଓ ୫୦୦ ଟଙ୍କିଆ ନୋଟ୍‌ ପରେ ଆରବିଆଇ ନୂଆ ୫୦ ଏବଂ ୨୦ ନୋଟ୍‌ ବଜାରକୁ ଛାଡ଼ିବ। ବିମୁଦ୍ରାକରଣ ପରେ ଦେଖାଦେଇଥିବା ନୋଟ୍‌ ଅଭାବ ସ୍ଥିତିର ମୁକାବିଲା ଲାଗି ଏହି ପଦକ୍ଷେପ ନିଆଯାଉଛି। ତେବେ ଏବେ ପ୍ରଚଳିତ ୫୦ ଓ ୨୦ ଟଙ୍କିଆ ନୋଟ୍‌ ମଧ୍ୟ ଚାଲୁ ରହିବ ବୋଲି ଆରବିଆଇ ପକ୍ଷରୁ ଜଣାପଡ଼ିଛି।

rbi

Rakesh Mallick
  • Published: Sunday, 04 December 2016
  • , Updated: 04 December 2016, 08:51 PM IST

Related story