ମେ’୨୫ରେ ଭାରତରେ ପ୍ରବେଶ କରିବ Nextbit Robin smartphone

ନୂଆଦିଲ୍ଲୀ: ଚଳିତମାସ ୨୫ ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବ ନୂଆ ସ୍ମାର୍ଟ ଫୋନ୍‌ Nextbit Robin । ଏନେଇ କମ୍ପାନୀ ପକ୍ଷରୁ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ତା’ର ନୂଆ ଆଣ୍ଡ୍ରୋଏଡ ସ୍ମାର୍ଟ ଫୋନ୍‌କୁ ବଜାରକୁ ଛାଡିବ । ଏହି ଫୋନ୍‌ରେ 5.2-inch Full HD display ରହିଛି ଯେଉଁଥିରେ 1080×1920 pixel resolution ରହିଛି। ଏହି ଡିସ୍‌ପ୍ଲେରେ Inbuild Corning Gorilla Glass 4 ରହିଛି। […]

nextbit-robin-1

Rakesh Mallick
  • Published: Thursday, 19 May 2016
  • , Updated: 19 May 2016, 12:41 PM IST

ନୂଆଦିଲ୍ଲୀ: ଚଳିତମାସ ୨୫ ତାରିଖରେ ଭାରତୀୟ ବଜାରରେ ପ୍ରବେଶ କରିବ ନୂଆ ସ୍ମାର୍ଟ ଫୋନ୍‌ Nextbit Robin । ଏନେଇ କମ୍ପାନୀ ପକ୍ଷରୁ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ତା’ର ନୂଆ ଆଣ୍ଡ୍ରୋଏଡ ସ୍ମାର୍ଟ ଫୋନ୍‌କୁ ବଜାରକୁ ଛାଡିବ ।

ଏହି ଫୋନ୍‌ରେ 5.2-inch Full HD display ରହିଛି ଯେଉଁଥିରେ 1080x1920 pixel resolution ରହିଛି। ଏହି ଡିସ୍‌ପ୍ଲେରେ Inbuild Corning Gorilla Glass 4 ରହିଛି।

ଏହାସହ ଏହି ସ୍ମାର୍ଟ ଫୋନ୍‌ରେ ଫିଙ୍ଗରପ୍ରିଣ୍ଟ ସେନସର ଓ ଆଣ୍ଡ୍ରୋଏଡ 6.0 Marshmallow operating system ରହିଛି। ଏହି ସ୍ମାର୍ଟଫୋନ୍‌ରେ ହେକ୍ସା-କୋର କ୍ୱାଲ୍‌କମ୍‌ ସ୍ନାପ୍‌ଡ୍ରାଗନ୍‌ ପ୍ରୋସେସର ଓ 3GB RAM ଓ 32GB Internal memory ରହିଛି। ଏଥିରେ 13MP Rear camera ସହ Flash ଓ 5Mର Front Facing camera ରହିଛି। ଏଥିରେ 4G, LTE, Wi-Fi, Bluetooth, NFC ଓ GPS ପରି ଅତ୍ୟାଧୁନିକ କନେକ୍ଟିଂ ସୁବିଧା ରହିଛି। ଏହି ସ୍ମାର୍ଟଫୋନ୍‌ରେ 2,680mAh ବ୍ୟାଟେରୀ ସହ କ୍ୱିକ୍‌ ଚାର୍ଜ ସୁବିଧା ରହିଛି।

Related story