ପୂଜା ବଜାରରେ ଆସିବ Nissan Leaf

ନୂଆଦିଲ୍ଲୀ: ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି Nissan Leaf କାର। ସମ୍ପୂର୍ଣ୍ଣ ଇଲେକ୍ଟ୍ରିକାଲ ସିଷ୍ଟମ ସହ ନିର୍ମିତ ଏହି କାରଟି ଆସନ୍ତା ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତର ବିଭିନ୍ନ ରୋଡରେ ଏହାର ଟେଷ୍ଟ କରାଯାଉଛି। ଏହା ଦୁଇଟି ମଡେଲରେ ବଜାରରେ ଉପଲବ୍ଧ ହେବ। ସେଗୁଡିକ ହେଲା Nissan Leaf SV ଓ Nissan Leaf SL ।  ଏହି ଦୁଇ […]

nissan-leaf

Rakesh Mallick
  • Published: Tuesday, 19 July 2016
  • , Updated: 19 July 2016, 08:34 PM IST

ନୂଆଦିଲ୍ଲୀ: ପୂଜା ବଜାରକୁ ଦୃଷ୍ଟିରେ ରଖି ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି Nissan Leaf କାର। ସମ୍ପୂର୍ଣ୍ଣ ଇଲେକ୍ଟ୍ରିକାଲ ସିଷ୍ଟମ ସହ ନିର୍ମିତ ଏହି କାରଟି ଆସନ୍ତା ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ଭାରତୀୟ ବଜାରରେ ପ୍ରବେଶ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ ଭାରତର ବିଭିନ୍ନ ରୋଡରେ ଏହାର ଟେଷ୍ଟ କରାଯାଉଛି। ଏହା ଦୁଇଟି ମଡେଲରେ ବଜାରରେ ଉପଲବ୍ଧ ହେବ। ସେଗୁଡିକ ହେଲା Nissan Leaf SV ଓ Nissan Leaf SL ।  ଏହି ଦୁଇ ପ୍ରକାର କାରର  ଦର ରହିଛି ୧୨ଲକ୍ଷରୁ ୧୫ ଲକ୍ଷ।

ଏହି ୨ ପ୍ରକାରର କାରରେ ୫ ଜଣ ବସିପାରୁଥିବା ଭଳି ସ୍ଥାନ ରହିଛି। ଏହାସହ ଆକର୍ଷଣୀୟ ରଙ୍ଗ ଓ ଅତ୍ୟାଧୁନିକ ଇଣ୍ଟିରିୟର ସୁବିଧା ଗ୍ରାହକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଉଛି।

Related story