ଶସ୍ତା ହେଲା NOKIA ସ୍ମାର୍ଟଫୋନ୍‌ !

ନୂଆଦିଲ୍ଲୀ: ନୋକିଆର ପପୁଲାର ବଜେଟ୍ ସ୍ମାର୍ଟଫୋନ୍ ନୋକିଆ ୩.୧ ପ୍ଲସର ମୂଲ୍ୟ କମିଛି । ଏହି ଫୋନ୍‌କୁ ଆପଣ ଏବେ ୧,୫୦୦ କମ୍‌ରେ କିଣିପାରିବେ। ନୋକିଆ ଭାରତରେ ଏହି ଫୋନକୁ ୧୧,୪୯୯ ଟଙ୍କାରେ ଲଞ୍ଚ କରିଥିଲା, ଯାହାକୁ ଏବେ ୯,୯୯୯ ଟଙ୍କାରେ ଘରକୁ ନେଇପାରିବେ । ଏହି ଫୋନକୁ ଅଫଲାଇନ୍ ଦୋକନରୁ ମଧ୍ୟ କିଣାଯାଇପାରିବ । ନୋକିଆ ୩.୧ ପ୍ଲସ ଗତ ବର୍ଷ ଲଞ୍ଚ ହୋଇଥିଲା । ଫୋନ୍‌ରେ ୬ ଇଞ୍ଚର ଏଚ୍‌ଡି ପ୍ଲସ ଡିସପ୍ଲେ ଦିଆଯାଇଛି। […]

1539240873_635_nokia_3_1_pl

1539240873_635_nokia_3_1_pl

Biswobandita Swain
  • Published: Wednesday, 16 January 2019
  • Updated: 16 January 2019, 06:04 PM IST

Sports

Latest News

ନୂଆଦିଲ୍ଲୀ: ନୋକିଆର ପପୁଲାର ବଜେଟ୍ ସ୍ମାର୍ଟଫୋନ୍ ନୋକିଆ ୩.୧ ପ୍ଲସର ମୂଲ୍ୟ କମିଛି । ଏହି ଫୋନ୍‌କୁ ଆପଣ ଏବେ ୧,୫୦୦ କମ୍‌ରେ କିଣିପାରିବେ। ନୋକିଆ ଭାରତରେ ଏହି ଫୋନକୁ ୧୧,୪୯୯ ଟଙ୍କାରେ ଲଞ୍ଚ କରିଥିଲା, ଯାହାକୁ ଏବେ ୯,୯୯୯ ଟଙ୍କାରେ ଘରକୁ ନେଇପାରିବେ । ଏହି ଫୋନକୁ ଅଫଲାଇନ୍ ଦୋକନରୁ ମଧ୍ୟ କିଣାଯାଇପାରିବ । ନୋକିଆ ୩.୧ ପ୍ଲସ ଗତ ବର୍ଷ ଲଞ୍ଚ ହୋଇଥିଲା ।

ଫୋନ୍‌ରେ ୬ ଇଞ୍ଚର ଏଚ୍‌ଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଏଥିରେ 3 GB ରାମ୍ ଓ 32 GBର ଷ୍ଟୋରେଜ୍ ଦିଆଯାଇଛି। ଯାହାକୁ 400 GB ପର୍ଯ୍ୟନ୍ତ ବଢ଼ାଯାଇପାରିବ। ଫୋନରେ ରିଅଲ ଡୁଆଲ କ୍ୟାମେରା ସେଟଅପ୍ ଅଛି, ଯେଉଁଥିରେ ଗୋଟିଏ ଲେନ୍ସ ୧୩ ମେଗାପିକ୍ସଲ ଓ ଅନ୍ୟଟି ୫ ମେଗାପିକ୍ସଲ । ଏଥିରେ ସେଲଫି ପାଇଁ ୮ ମେଗାପିକ୍ସଲ କ୍ୟାମେରା ଅଛି । ପାୱାର ପାଇଁ ଫୋନରେ ୩୫୦୦ 400 MAH ବ୍ୟାଟେରୀ ଦିଆଯାଇଛି । ଫୋନରେ ସଂଯୋଗତା ପାଇଁ ୪ଜି VOLTE , ୱାଇ ଫାଇ, ବ୍ଲୁଟୁଥ ୪.୧, ଜିପିଏସ୍, ମାଇକ୍ରୋ ୟୁଏସବି ଓ ୩.୫ ଏମଏମର ହେଡଫୋନ୍ ଜ୍ୟାକ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story