ASO ପାଇଁ ବାହାରିଲା ବିଜ୍ଞପ୍ତି: ଜାଣନ୍ତୁ ପଦବୀ ସଂଖ୍ୟା, ଆବେଦନର ଶେଷ ତାରିଖ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସି ଖବର। ଏଏସ୍‌ଓ (Assistant Section Officer) ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ୍‌ ବିରେ ମୋଟ୍ ୨୦୨ଟି ପୋଷ୍ଟ ପାଇଁ ଏହି ନିଯୁକ୍ତି ପ୍ରକାଶ ପାଇଛି। orissahighcourt.nic.in. ରେ ଏହି ନୋଟିସ୍‌ ପ୍ରକାଶ ପାଇଛି। ମାସିକ ଦରମା Rs 35,400 – 1,12,400 ପର୍ଯ୍ୟନ୍ତ ରହିଛି। ଆବେଦନ କରିବାର ଶେଷ ତାରିଖ ୨୦୨୧ ମାର୍ଚ୍ଚ ୨୦ ରହିଛି। ଆବେଦନକାରୀଙ୍କ […]

876

876

Tapas Behera
  • Published: Thursday, 18 February 2021
  • Updated: 20 February 2021, 01:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ନିଯୁକ୍ତି ଆଶାୟୀଙ୍କ ପାଇଁ ଖୁସି ଖବର। ଏଏସ୍‌ଓ (Assistant Section Officer) ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। ଓଡ଼ିଶା ହାଇକୋର୍ଟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୁପ୍‌ ବିରେ ମୋଟ୍ ୨୦୨ଟି ପୋଷ୍ଟ ପାଇଁ ଏହି ନିଯୁକ୍ତି ପ୍ରକାଶ ପାଇଛି। orissahighcourt.nic.in. ରେ ଏହି ନୋଟିସ୍‌ ପ୍ରକାଶ ପାଇଛି। ମାସିକ ଦରମା Rs 35,400 - 1,12,400 ପର୍ଯ୍ୟନ୍ତ ରହିଛି। ଆବେଦନ କରିବାର ଶେଷ ତାରିଖ ୨୦୨୧ ମାର୍ଚ୍ଚ ୨୦ ରହିଛି। ଆବେଦନକାରୀଙ୍କ ପାଇଁ ବୟସ ସୀମା ୨୧ରୁ ୩୨ ପର୍ଯ୍ୟନ୍ତ ରହିଛି। ଆବେଦନ କରିବା ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରହିଛି। ତେବେ ଆବେଦନକାରୀ କମ୍ପ୍ୟୁଟର ଶିକ୍ଷା ଜାଣିଥିବା ଜରୁରୀ।

ତେବେ ଜାଣନ୍ତୁ ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା

  1. Firstly, visit the Orissa High Court website (www.orissahighcourt.nic.in) and you can find the Recruitment Corner icon and then click on Online Application.
    2. Next candidates have to read the instructions before providing details & clicking on proceed to apply further.
    3. You have to key in the security code as displayed & click further to proceed.
    4. Make sure to fill your personal details properly as required and ensure fields with (star) marks are filled to proceed further. Then proceed further to next steps.
    5. Keep filling the details specified and upload all the required documents.
    9. Lastly, you have to pay online if fee by Debit Card/ Credit Card/ Net Banking System.
    10. On submitting, you will get an Acknowledgement Number. Kindly make a note of it because it will help you to know your application status.
    11. Take a print out of your application form from the Download tab in the Home Page by giving the Acknowledgement Number and Date of Birth.

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story