ଓଡିଶାରେ ୩୦ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ ଲାଗି ନାଲକୋର ଯୋଜନା

ନୂଆଦିଲ୍ଲୀ: ଓଡିଶାର ଶିଳ୍ପ କ୍ଷେତ୍ରରେ ନୂଆ ଆଶା ସୃଷ୍ଟି କରିଛି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ । ଓଡିଶାରେ ୩୦ହଜାର କୋଟି ଟଙ୍କ।ର ପୁଞ୍ଜି ନିବେଶ ପାଇଁ ନାଲକୋ ଯୋଜନା କରିଛି ବୋଲି ଏହାର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ସେହିପରି ଅନୁଗୁଳରେ ଆଲୁମିନିୟମ ପାର୍କକୁ ବୃହତ ଭାବେ କରିବାକୁ ଚାହୁଁଛି । ଏଥିରେ ୬ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅନୁଗୁଳରେ ଥିବା କମ୍ପାନୀର ଆସପଣ୍ଡ ଯୋଗୁଁ ଦେଖାଦେଉଥିବା ପରିବେଶ […]

tapan-chand

Rakesh Mallick
  • Published: Thursday, 10 September 2015
  • , Updated: 10 September 2015, 04:26 AM IST

ନୂଆଦିଲ୍ଲୀ: ଓଡିଶାର ଶିଳ୍ପ କ୍ଷେତ୍ରରେ ନୂଆ ଆଶା ସୃଷ୍ଟି କରିଛି ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲକୋ । ଓଡିଶାରେ ୩୦ହଜାର କୋଟି ଟଙ୍କ।ର ପୁଞ୍ଜି ନିବେଶ ପାଇଁ ନାଲକୋ ଯୋଜନା କରିଛି ବୋଲି ଏହାର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ସୂଚନା ଦେଇଛନ୍ତି । ସେହିପରି ଅନୁଗୁଳରେ ଆଲୁମିନିୟମ ପାର୍କକୁ ବୃହତ ଭାବେ କରିବାକୁ ଚାହୁଁଛି । ଏଥିରେ ୬ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଅନୁଗୁଳରେ ଥିବା କମ୍ପାନୀର ଆସପଣ୍ଡ ଯୋଗୁଁ ଦେଖାଦେଉଥିବା ପରିବେଶ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି ଶ୍ରୀ ଚାନ୍ଦ ।

Related story