ଓଡ଼ିଶାରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସଦସ୍ୟ

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟିର ୧୪ ଜଣିଆ ସଦସ୍ୟ ଓଡ଼ିଶା ଆସିଛନ୍ତି। ଏହି ଟିମ୍ ୩ ଦିନିଆ ଷ୍ଟଡି ଟୁରରେ ଆଜି ଭୁବନେଶ୍ୱର ପହଞ୍ଚି ପେଟ୍ରୋଲିୟମ୍ ଓ ନେଚୁରାଲ ଗ୍ୟାସ୍ କମ୍ପାନୀ ଭିତ୍ତିଭୂମି, ବ୍ୟବସାୟ ଓ କାର୍ଯ୍ୟଧାରାକୁ ନେଇ ହୋଇଥିବା ଏକ  ଆଲୋଚନାରେ ଭାଗ ନେଇଛନ୍ତି। କମ୍ପାନୀ କିଭଳି ଖାଉଟି ମାନଙ୍କ ସହ ସୁସମ୍ପର୍କ ରଖିପାରିବ ସେ ନେଇ କମିଟି ସଦସ୍ୟମାନେ ଗୁରୁତ୍ୱାରୋପ କରିଛନ୍ତି। କମିଟିରେ ବଲାଙ୍ଗିର ସାଂସଦ କଳିକେଶ […]

kamiti

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 10:36 AM IST

ଭୁବନେଶ୍ୱର: କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଷ୍ଟାଣ୍ଡିଂ କମିଟିର ୧୪ ଜଣିଆ ସଦସ୍ୟ ଓଡ଼ିଶା ଆସିଛନ୍ତି। ଏହି ଟିମ୍ ୩ ଦିନିଆ ଷ୍ଟଡି ଟୁରରେ ଆଜି ଭୁବନେଶ୍ୱର ପହଞ୍ଚି ପେଟ୍ରୋଲିୟମ୍ ଓ ନେଚୁରାଲ ଗ୍ୟାସ୍ କମ୍ପାନୀ ଭିତ୍ତିଭୂମି, ବ୍ୟବସାୟ ଓ କାର୍ଯ୍ୟଧାରାକୁ ନେଇ ହୋଇଥିବା ଏକ  ଆଲୋଚନାରେ ଭାଗ ନେଇଛନ୍ତି। କମ୍ପାନୀ କିଭଳି ଖାଉଟି ମାନଙ୍କ ସହ ସୁସମ୍ପର୍କ ରଖିପାରିବ ସେ ନେଇ କମିଟି ସଦସ୍ୟମାନେ ଗୁରୁତ୍ୱାରୋପ କରିଛନ୍ତି। କମିଟିରେ ବଲାଙ୍ଗିର ସାଂସଦ କଳିକେଶ ସିଂଦେଓ ଅଛନ୍ତି।

ଓଡ଼ିଶାରେ ନୂଆ ଏଲଏନଜି ଟର୍ମିନାଲ୍ ପ୍ରତିଷ୍ଠା ହେବାର ସମ୍ଭାବନା ଅଛି। ତାକୁ ଆମେ ନୂଆ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛୁ ବୋଲି ସାଂସଦ କଳିକେଶ ସିଂଦେଓ କହିଛନ୍ତି।

Related story