ଆଉ ୭୨ ଘଣ୍ଟା ଚାଲିବ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ: ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ କିଛି ସ୍ଥାନରେ ଅଚଳ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଚାଲିବ ବୋଲି ଗତକାଲି କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଥିବା ବେଳେ ଆଜି ଏହି ଅବଧିକୁ ଆଉ ୭୨ ଘଣ୍ଟା ବୃଦ୍ଧି କରାଯାଇଛି। ଅତ୍ୟାବଶ୍ୟକ ସ୍ଥାନ ଯେପରିକି ପେଟ୍ରୋଲ୍ ପମ୍ପ୍ ଓ ଔଷଧ ଦୋକାନ ଏହି ଅଚଳ ନୋଟ୍ ଚାଲିବ। ରେଳୱେ ଟିକେଟ୍ ଓ ସରକାରୀ ବସ୍‌ରେ ମଧ୍ୟ ଏହି ନୋଟ୍ ଚାଲିବ।

note

Rakesh Mallick
  • Published: Friday, 11 November 2016
  • , Updated: 11 November 2016, 10:02 PM IST

Related story