ଭାରତୀୟ ବଜାରରେ ପ୍ରବେଶ କଲା Oppo A37

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କଲା Oppo A37। ଏହି ସ୍ମାର୍ଟଫୋନ୍‌ର ଦର ରହିଛି ୧୧,୯୯୦ ଟଙ୍କା। ବିଭିନ୍ନ ଇକମର୍ସ ସାଇଟ୍‌ ଓ ଲୋକାଲ୍‌ ମାର୍କେଟରେ ଗୋଲ୍ଡ ଓ ଗ୍ରେ ରଙ୍ଗରେ ଉପଲବ୍ଧ ହେବ। ଏହି ସ୍ମାର୍ଟଫୋନ୍‌ରେ ୫.୦୦ ଇଞ୍ଚର ଡିସ୍‌ପ୍ଲେ, 720×1280 pixels Resolulations, 1.5 GHz Processor,  2GB RAM ଓ 16 GB ROM ରହିଛି। ଏଥିରେ 8MPର Rear camera ଓ 5MPର Front camera ରହିଛି। ଏହି ସ୍ମାର୍ଟଫୋନ୍‌ରେ Android […]

oppo-A37-india-launch-1

Rakesh Mallick
  • Published: Monday, 27 June 2016
  • , Updated: 27 June 2016, 11:47 AM IST

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କଲା Oppo A37। ଏହି ସ୍ମାର୍ଟଫୋନ୍‌ର ଦର ରହିଛି ୧୧,୯୯୦ ଟଙ୍କା। ବିଭିନ୍ନ ଇକମର୍ସ ସାଇଟ୍‌ ଓ ଲୋକାଲ୍‌ ମାର୍କେଟରେ ଗୋଲ୍ଡ ଓ ଗ୍ରେ ରଙ୍ଗରେ ଉପଲବ୍ଧ ହେବ।

ଏହି ସ୍ମାର୍ଟଫୋନ୍‌ରେ ୫.୦୦ ଇଞ୍ଚର ଡିସ୍‌ପ୍ଲେ, 720x1280 pixels Resolulations, 1.5 GHz Processor,  2GB RAM ଓ 16 GB ROM ରହିଛି। ଏଥିରେ 8MPର Rear camera ଓ 5MPର Front camera ରହିଛି। ଏହି ସ୍ମାର୍ଟଫୋନ୍‌ରେ Android v5.1 (Lollipop) OS ରହିଛି। ଏଥିରେ GSM/HSPA/LTE ସୁବିଧା ରହିଛି। ତା’ଛଡା ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ରହିଛି। ସେଗୁଡିକ ହେଲା

WLANWi-Fi 802.11 a/b/g/n, hotspot
Bluetoothv4.0, A2DP
GPSYes, with A-GPS
RadioFM radio
USB  microUSB v2.0
SensorsAccelerometer, proximity, compass
MessagingSMS (threaded view), MMS, Email, Push Email
BrowserHTML5

Related story