ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କଲା Oppo A37। ଏହି ସ୍ମାର୍ଟଫୋନ୍ର ଦର ରହିଛି ୧୧,୯୯୦ ଟଙ୍କା। ବିଭିନ୍ନ ଇକମର୍ସ ସାଇଟ୍ ଓ ଲୋକାଲ୍ ମାର୍କେଟରେ ଗୋଲ୍ଡ ଓ ଗ୍ରେ ରଙ୍ଗରେ ଉପଲବ୍ଧ ହେବ।
ଏହି ସ୍ମାର୍ଟଫୋନ୍ରେ ୫.୦୦ ଇଞ୍ଚର ଡିସ୍ପ୍ଲେ, 720x1280 pixels Resolulations, 1.5 GHz Processor, 2GB RAM ଓ 16 GB ROM ରହିଛି। ଏଥିରେ 8MPର Rear camera ଓ 5MPର Front camera ରହିଛି। ଏହି ସ୍ମାର୍ଟଫୋନ୍ରେ Android v5.1 (Lollipop) OS ରହିଛି। ଏଥିରେ GSM/HSPA/LTE ସୁବିଧା ରହିଛି। ତା’ଛଡା ଅନ୍ୟାନ୍ୟ ଅତ୍ୟାଧୁନିକ ସୁବିଧା ରହିଛି। ସେଗୁଡିକ ହେଲା
WLAN | Wi-Fi 802.11 a/b/g/n, hotspot |
Bluetooth | v4.0, A2DP |
GPS | Yes, with A-GPS |
Radio | FM radio |
USB | microUSB v2.0 |
Sensors | Accelerometer, proximity, compass |
Messaging | SMS (threaded view), MMS, Email, Push Email |
Browser | HTML5 |