ପେଟ୍ରୋଲ ଓ ଡିଜେଲ୍ ଦର ବଢ଼ିଲା

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ ଓ ଡିଜେଲ୍‌ ଦର। ଆଜି ପେଟ୍ରୋଲ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରୀରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ। ଫେବ୍ରୁଆରୀ ୨୯ରେ ଡିଜେଲ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପଟ୍ରୋଲ ଲିଟର ପିଛା ୩ ଟଙ୍କା ୨ ପଇସା ହ୍ରାସ ପାଇଥିଲା।

Petrol-pumps-hubli-1

Rakesh Mallick
  • Published: Wednesday, 16 March 2016
  • , Updated: 16 March 2016, 05:19 PM IST

ନୂଆଦିଲ୍ଲୀ: ବଢ଼ିଲା ପେଟ୍ରୋଲ ଓ ଡିଜେଲ୍‌ ଦର। ଆଜି ପେଟ୍ରୋଲ ଲିଟର ପିଛା ୩ଟଙ୍କା୦୭ ପଇସା ଓ ଡିଜେଲ୍‌ ଲିଟର ପିଛା ୧ ଟଙ୍କା ୯୦ ପଇସା ବୃଦ୍ଧି ପାଇଛି। ଆଜି ମଧ୍ୟରାତ୍ରୀରୁ ଏହି ବର୍ଦ୍ଧିତ ଦର ଲାଗୁ ହେବ।

ଫେବ୍ରୁଆରୀ ୨୯ରେ ଡିଜେଲ ୧ ଟଙ୍କା ୪୭ ପଇସା ବଢ଼ିଥିଲା ମାତ୍ର ପଟ୍ରୋଲ ଲିଟର ପିଛା ୩ ଟଙ୍କା ୨ ପଇସା ହ୍ରାସ ପାଇଥିଲା।

Related story